ଗୁଣିଗାରେଡ଼ି ସନ୍ଦେହ: ଗରମ ପାଣିରେ ମହିଳାଙ୍କ ହାତ ବୁଡ଼ାଇ ଦେଲେ, ବିଷ୍ଟା ଖୁଆଇଲେ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼। ମାଡ଼ ମାରିବା ପରେ ତାଙ୍କ ମୁହଁରେ ଗୋବର ବୋଳିଲେ, ଗରମ ପାଣିରେ ହାତ ବୁଡ଼ାଇ ଦେଲେ। ବିଷ୍ଟା ମଧ୍ୟ ଖୁଆଇଲେ। ମାଲକାନଗିରି ଥାନା ଅନ୍ତର୍ଗତ ମେଟାଗୁଡା ଗ୍ରାମର ଶ୍ୟାମ ସୁକ୍ରିଙ୍କ ପତ୍ନୀ ନନ୍ଦାଇ ସୁକ୍ରି ଏଭଳି ଘଟଣାର ଶିକାର ହୋଇଛନ୍ତି। ଗାଁରେ ହୋଇଥିବା କଙ୍ଗାରୁ କୋର୍ଟରେ ତାଙ୍କ ପରିବାରକୁ ଏକ ଘରିଆ କରିବା ସହ ଏଭଳି ନିର୍ଯାତନା ଦିଆଯାଇଛି। ନନ୍ଦାଇ ହାଟକୁ ଯାଇ ଘରକୁ ଫେରିବା ପରେ […]

lady

lady

Niranjan Mishra
  • Published: Sunday, 25 December 2022
  • Updated: 25 December 2022, 10:01 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼। ମାଡ଼ ମାରିବା ପରେ ତାଙ୍କ ମୁହଁରେ ଗୋବର ବୋଳିଲେ, ଗରମ ପାଣିରେ ହାତ ବୁଡ଼ାଇ ଦେଲେ। ବିଷ୍ଟା ମଧ୍ୟ ଖୁଆଇଲେ। ମାଲକାନଗିରି ଥାନା ଅନ୍ତର୍ଗତ ମେଟାଗୁଡା ଗ୍ରାମର ଶ୍ୟାମ ସୁକ୍ରିଙ୍କ ପତ୍ନୀ ନନ୍ଦାଇ ସୁକ୍ରି ଏଭଳି ଘଟଣାର ଶିକାର ହୋଇଛନ୍ତି। ଗାଁରେ ହୋଇଥିବା କଙ୍ଗାରୁ କୋର୍ଟରେ ତାଙ୍କ ପରିବାରକୁ ଏକ ଘରିଆ କରିବା ସହ ଏଭଳି ନିର୍ଯାତନା ଦିଆଯାଇଛି।

ନନ୍ଦାଇ ହାଟକୁ ଯାଇ ଘରକୁ ଫେରିବା ପରେ ଗୁଣିଗାରେଡି କରୁଥିବା ନେଇ ତାଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ ମାରିଥିଲେ। ପରେ ତାଙ୍କ ମୁହଁରେ ଗୋବର ବୋଳିଦେଇଥିଲେ। ସେତିକିରେ ମଧ୍ୟ ମନ ଶାନ୍ତି ନ ହେବାରୁ ଗରମ ପାଣିରେ ନନ୍ଦେଇଙ୍କ ହାତକୁ ବୁଡାଇ ଦେଇଥିଲେ। ଯାହା ଫଳରେ ନନ୍ଦେଇଙ୍କ ହାତ ଗରମ ପାଣିରେ ପୋଡି ଯାଇଥିଲା। ଶେଷରେ ବିଷ୍ଟା ମଧ୍ୟ ଖୁଆଇଥିଲେ। ସେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ସେ ଏନେଇ ମାଲକାନଗିରି ଥାନାକୁ ଆସି ଏତଲା ଦେଇଥିଲେ।

ଏତଲାକୁ ଭିତ୍ତି କରି ପୁଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଗିରଫଦାରି ଭୟରେ ଏହି ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଛି। ଗୁଣିଗାରେଡି କରୁଥିବାର ସନ୍ଦେହ କରି କିଛି ଦିନ ହେବ ଏହି ପରିବାରକୁ ଏକ ଘରିଆ କରି ଦେଇଛନ୍ତି ଗ୍ରାମବାସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story