କେନ୍ଦୁଝର(ପ୍ରଣୟ ପାଣି): ଡ୍ରେସ୍ ଚେଞ୍ଜିଂ ରୁମ୍ରୁ ଯୁବତୀଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ୍। ତାଙ୍କ ମୋବାଲକୁ ପୁଲିସ୍ ଜବତ କରିଥିବା ଜଣାଯାଇଛି। ଏପରି ଘଟଣା ଗତକାଲି କେନ୍ଦୁଝର ଟାଉନ ଥାନା ମାଗୁର ଗାଡିଆ ସ୍ଥିତ ଏକ ଘରୋଇ ସପିଙ୍ଗ ମଲ୍ରେ ହୋଇଛି।
ଯୁବତୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତକାଲି ଦିନ ଦ୍ୱିପ୍ରହରରେ ଜଣେ ଯୁବତୀ ସପିଙ୍ଗ ମଲ୍କୁ ଯାଇଥିବା ବେଳେ ସେଠାରେ ଟ୍ରାଏଲ୍ ରୁମ୍ରେ ଡ୍ରେସ ଚେଞ୍ଜ କରୁଥିଲେ। ହେଲେ ଉକ୍ତ ସମୟରେ ତାଙ୍କ ପାଖ ରୁମ୍ରୁ ଜଣେ ଯୁବକ ମୋବାଇଲରେ ଫୋଟ ଉଠାଉଥିବା ସନ୍ଦେ କରିଥିଲେ । ଯୁବକଜଣକ ଦୁଇ ଚେଞ୍ଜିଙ୍ଗ ରୁମ୍ ମଧ୍ୟରେ ଥିବା ଉପର ଫାଙ୍କାରୁ ମୋବାଇଲ ପୁରାଇ ଫଟୋ ଉଠାଉଥିବା ଜାଣିବାକୁ ପାଇଥିଲେ ।
ଯୁବତୀଜଣଙ୍କ ସଙ୍ଗେ ସଙ୍ଗେ ରୁମରୁ ବାହାରି ମଲର କର୍ମଚାରୀଙ୍କୁ ଅବଗତ କରିବା ସହ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ କ୍ରମେ ଟାଉନ ପୋଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍; ଛାଡ଼ୁନି ପଶ୍ଚିମବଙ୍ଗ ସରକାର
ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍ରୁ ୨୫ କିମି ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି।
Accident
ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ଭସ୍ମ
ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ।
Miscellaneous
ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍; ଏଣିକି ମଣ୍ଡି ଜଗୁଛି ସିସିଟିଭି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ଉଦ୍ଘାଟନ କରିଛନ୍ତି। ମଣ୍ଡି ସଂପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ।
Accident
ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୩ ଆହତ
ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।
Accident
ଟ୍ରାକ୍ରେ ଦୌଡ଼ୁଥିଲା ଟ୍ରେନ୍, ତଳେ ଲାଗିଲା ନିଆଁ
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଷ୍ଟେଶନ ନିକଟରେ ଗତକାଲି ବିଶାଖାପାଟଣା-କିରାଣ୍ଡୁଳକୁ ସଂଯୋଗ କରୁଥିବା କେକେ ରେଳପଥରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ମାଲବାହୀ ଟ୍ରେନ୍ର ପ୍ରାୟ ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି।