ଛୁଇଁ ପାରିଲାନି ମୃତ୍ୟୁ, ମହାନଦୀ ଗର୍ଭରୁ ଫେରି ଆସିଲେ ଯୁବକ

କଟକ(ଓଡ଼ିଶା ରିପୋର୍ଟର): ମୃତ୍ୟୁକୁ ଚକମା ଦେଇ ମହାନଦୀ ଗର୍ଭରୁ ଫେରି ଆସିଲେ ଯୁବକ । ଜୀବନ ହାରିବାକୁ ନିଷ୍ପତ୍ତି ନେଇ ମହାନଦୀକୁ ଗତ ରାତିରେ ଡେଇଁ ପଡ଼ିଥିବା ଯୁବକ ଆଜି ସକାଳେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।  ଯୁବକଜଣକ କ’ଣ ପାଇଁ  ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ ନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିବା ବେଳେ ସେ ଫେରିବା ପରେ ପରିବାର ଲୋକଙ୍କ ଖୁସି ବନ୍ଧବାଡ଼ ମାନୁନି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଗତକାଲି ରାତିରେ […]

bike

bike

Niharika Rout
  • Published: Thursday, 15 September 2022
  • Updated: 15 September 2022, 11:43 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ମୃତ୍ୟୁକୁ ଚକମା ଦେଇ ମହାନଦୀ ଗର୍ଭରୁ ଫେରି ଆସିଲେ ଯୁବକ । ଜୀବନ ହାରିବାକୁ ନିଷ୍ପତ୍ତି ନେଇ ମହାନଦୀକୁ ଗତ ରାତିରେ ଡେଇଁ ପଡ଼ିଥିବା ଯୁବକ ଆଜି ସକାଳେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।  ଯୁବକଜଣକ କ’ଣ ପାଇଁ  ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ ନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିବା ବେଳେ ସେ ଫେରିବା ପରେ ପରିବାର ଲୋକଙ୍କ ଖୁସି ବନ୍ଧବାଡ଼ ମାନୁନି। ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଗତକାଲି ରାତିରେ କଟକ ମୁଣ୍ଡଳୀ ବ୍ରିଜ ଉପରେ ଘଟିଥିଲା। ଉଦ୍ଧାର ହୋଇଥିବା ଯୁବକଜଣକ ହେଲେ ସ୍ଥାନୀୟ କପାଳେଶ୍ୱର ନୂଆଗଡ ଗାଁର ପ୍ରଦ୍ୟୁମ୍ନ ବାରିକ  ।

ଗତକାଲି ବିଲମ୍ବିତ ରାତିରେ ମୁଣ୍ଡଳୀ ବ୍ରିଜ ଉପରେ ଏକ ବାଇକ୍‌ ଥୁଆ ହୋଇଥିବା ବେଳେ ଚାଳକ କେହି ନ ଥିଲା। ଏହାଦେଖଇ ସ୍ଥାନୀୟ ଲୋକେ ତନାଘନା କରିବା ପରେ ଚାଳକ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରିଥିଲେ।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଡ଼ି ନମ୍ବର ଯାଞ୍ଚରୁ ତାହା ନୂଆଗଡ ଗାଁର ପ୍ରଦ୍ୟୁମ୍ନ ବାରିକଙ୍କର ବୋଲି ଜଣାପଡ଼ିଥିଲା। ଏହାପରେ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରି କିଛି ସନ୍ଧାନ ପାଇପାରି ନ ଥିଲେ।

ଏହାପରେ ଆଜି ସକାଳୁ ମୁଣ୍ଡଳି ବ୍ରିଜଠାରୁ ପ୍ରାୟ ୩ କିମି ଦୂର ଅନନ୍ତପୁର ନିକଟରେ ଥିବା ଟାପୁରେ ଜଣେ ଯୁବକ ଅଟକିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଯୁବକଜଣକ ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇ ଗତ ରାତିରେ ଉକ୍ତ ଟାପୁରେ ଲାଗି ଯାଇଥିବା ଜଣାଯାଇଛି। ଏହାପରେ ଗତକାଲି ରାତି ସାରା ସେ ଉକ୍ତ ଟାପୁରେ ରହିବା ପରେ ଆଜି ତାଙ୍କୁ ଉଦ୍ଧାର କରାଯାଇଛି।

ଖବର ପାଇ ପୁଲିସ୍‌ ପହଞ୍ଚି ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେ ସୁରକ୍ଷିତ ଥିବା ଜଣାଯାଇଛି। ପ୍ରଦ୍ୟୁମ୍ନଙ୍କ ପରିବାର ଲୋକେ ପହଞ୍ଚି ପୁଅକୁ ଦେଖି ବେଶ୍‌ ଖୁସି ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story