ଅଫିସ୍‌ରେ ପଶି ନବୀନଙ୍କୁ ଗାଳିଦେଲେ, ମାଡ଼ ମାରିଲେ!

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଟିଟିଲାଗଡ ବିଡିଓ ନବୀନ ଚନ୍ଦ୍ର ନାୟକଙ୍କୁ ନିଜ ଅଫିସ ଭିତରେ ଆକ୍ରମଣ ହୋଇଛି। ଜଣେ ଯୁବକ ଅଫିସ ଭିତରେ ପଶି ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ନିଜେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଜି ଅପରାହ୍ନ ୨ଟା ବେଳେ ବିଡିଓ ନବୀନ ଚନ୍ଦ୍ର ନାୟକ ନିଜ ଅଫିସରେ ଥିଲେ। ଏହି ସମୟରେ ଜଣେ ଯୁବକ ଆସି ବିଭିନ୍ନ ପଞ୍ଚାୟତରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ତାଙ୍କ […]

naveen

naveen

Manoranjan Sial
  • Published: Tuesday, 22 September 2020
  • Updated: 22 September 2020, 08:30 PM IST

Sports

Latest News

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ଟିଟିଲାଗଡ ବିଡିଓ ନବୀନ ଚନ୍ଦ୍ର ନାୟକଙ୍କୁ ନିଜ ଅଫିସ ଭିତରେ ଆକ୍ରମଣ ହୋଇଛି। ଜଣେ ଯୁବକ ଅଫିସ ଭିତରେ ପଶି ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ନିଜେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଆଜି ଅପରାହ୍ନ ୨ଟା ବେଳେ ବିଡିଓ ନବୀନ ଚନ୍ଦ୍ର ନାୟକ ନିଜ ଅଫିସରେ ଥିଲେ। ଏହି ସମୟରେ ଜଣେ ଯୁବକ ଆସି ବିଭିନ୍ନ ପଞ୍ଚାୟତରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ତାଙ୍କ ସହ ଅଲୋଚନ କରିଥିଲେ। ପରେ ଯୁବକ ଜଣକ ବିଡିଓଙ୍କୁ ଗାଳି ଗୁଲାଜ କରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯୁବକ ଜଣକ ବିଡିଓଙ୍କ ଉପରେ ଗାଡି ଚଢ଼ାଇ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବିଡିଓ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story