ଗୁଳି କରିବା ପରେ ହାଣି ଦେଲେ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ ମୁଣ୍ଡକୁ ଗୁଳି କଲେ। ତା’ପରେ ବେକକୁ ଭୁଜାଲିରେ ହାଣି ଦେଲେ। ଏମିତି ଢଙ୍ଗରେ ଆଜି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟଣାଟି ଘଟିଛି ବାଲେଶ୍ଵର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ। ମୃତ ଯୁବକଙ୍କ ନାଁ ବିନୋଦ ବିହାରୀ ଦାସ। ତାଙ୍କ ଘର ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଜଗନ୍ନାଥପାଟଣାରେ। ଆଜି ସକାଳ ପ୍ରାୟ ୯ଟା ବେଳେ ସେ ବାଇକ୍‌ରେ କେଉଁଆଡ଼େ ଯାଉଥିବା ବେଳେ କୁରୁଡ଼ା ଛକରେ ଦୁଇ ଜଣ ଦୁର୍ବୃତ୍ତ […]

Dead Body

Dead Body

Jitendra Garnayak
  • Published: Sunday, 31 October 2021
  • Updated: 31 October 2021, 11:24 AM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମେ ମୁଣ୍ଡକୁ ଗୁଳି କଲେ। ତା’ପରେ ବେକକୁ ଭୁଜାଲିରେ ହାଣି ଦେଲେ। ଏମିତି ଢଙ୍ଗରେ ଆଜି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟଣାଟି ଘଟିଛି ବାଲେଶ୍ଵର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ।

ମୃତ ଯୁବକଙ୍କ ନାଁ ବିନୋଦ ବିହାରୀ ଦାସ। ତାଙ୍କ ଘର ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଜଗନ୍ନାଥପାଟଣାରେ।

ଆଜି ସକାଳ ପ୍ରାୟ ୯ଟା ବେଳେ ସେ ବାଇକ୍‌ରେ କେଉଁଆଡ଼େ ଯାଉଥିବା ବେଳେ କୁରୁଡ଼ା ଛକରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ମୁଣ୍ଡକୁ ଗୁଳି କରି ଥିଲେ। ଗୁଳିମାଡ଼ ପରେ ତଳେ ପଡ଼ିଯାଇଥିବା ବିନୋଦଙ୍କୁ ସେମାନେ ଭୁଜାଲିରେ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ବେକରେ ଚୋଟ ପକାଇଥିଲେ।

ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା, ତାଙ୍କ ପରିବାର ଲୋକେ ଅଭିଯୋଗ କରିଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story