ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ  ସହରାଞ୍ଚଳରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ ଘର ପାଇବେ। ପ୍ରଥମ ପର୍ଯ୍ୟାୟରେ ୧୧ ହଜାର୨୨୮ ହିତାଧିକାରୀ ଚିହ୍ନଟ କରାଯିବ। ଘର ତିଆରି ପାଇଁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ସେହିପରି  ଆବାସ ଯୋଜନାର ଡିବିଟି ବ୍ୟବସ୍ଥାର ମଧ୍ୟ  ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ  କରିଛନ୍ତି। ଏହି ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବ।

naveen-pattanik

Rakesh Mallick
  • Published: Monday, 26 December 2016
  • , Updated: 26 December 2016, 12:55 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ  ସହରାଞ୍ଚଳରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ ଘର ପାଇବେ। ପ୍ରଥମ ପର୍ଯ୍ୟାୟରେ ୧୧ ହଜାର୨୨୮ ହିତାଧିକାରୀ ଚିହ୍ନଟ କରାଯିବ। ଘର ତିଆରି ପାଇଁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ।

ସେହିପରି  ଆବାସ ଯୋଜନାର ଡିବିଟି ବ୍ୟବସ୍ଥାର ମଧ୍ୟ  ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ  କରିଛନ୍ତି। ଏହି ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବ।

Related story