ମେଡିକାଲ କାଉନସିଲ୍ ଉଚ୍ଛେଦ, ଏଣିକି ଜାତୀୟ ମେଡିକାଲ କମିଶନ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ମେଡିକାଲ ଶିକ୍ଷାରେ ଐତିହାସିକ ସୁଧାର ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ‘ଜାତୀୟ ମେଡିକାଲ କମିଶନ’(ଏନଏମସି) ଗଠନ କରିବା ସହ ଦୀର୍ଘବର୍ଷ ଧରି କାର୍ଯ୍ୟକ୍ଷମ ଥିବା ‘ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆ’ (ଏମସିଆଇ)କୁ ଉଚ୍ଛେଦ କରିଛନ୍ତି। ଏହାସହିତ ଜାତୀୟ ମେଡିକାଲ କମିଶନର ଅଧ୍ୟକ୍ଷ ଭାବେ ଦିଲ୍ଲୀ ଏମ୍ସର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ଏସସି ଶର୍ମାଙ୍କୁ ନିଯୁକ୍ତି ମିଳିଛି। ଏହି କମିଶନ ଗଠନ ପାଇଁ ବିଜ୍ଞପ୍ତି ଜାରି ସହ ଏହା ଆଜିଠୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଛି। […]

medical

medical

Manoranjan Sial
  • Published: Friday, 25 September 2020
  • Updated: 25 September 2020, 09:03 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ମେଡିକାଲ ଶିକ୍ଷାରେ ଐତିହାସିକ ସୁଧାର ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ‘ଜାତୀୟ ମେଡିକାଲ କମିଶନ’(ଏନଏମସି) ଗଠନ କରିବା ସହ ଦୀର୍ଘବର୍ଷ ଧରି କାର୍ଯ୍ୟକ୍ଷମ ଥିବା ‘ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆ’ (ଏମସିଆଇ)କୁ ଉଚ୍ଛେଦ କରିଛନ୍ତି। ଏହାସହିତ ଜାତୀୟ ମେଡିକାଲ କମିଶନର ଅଧ୍ୟକ୍ଷ ଭାବେ ଦିଲ୍ଲୀ ଏମ୍ସର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ଏସସି ଶର୍ମାଙ୍କୁ ନିଯୁକ୍ତି ମିଳିଛି। ଏହି କମିଶନ ଗଠନ ପାଇଁ ବିଜ୍ଞପ୍ତି ଜାରି ସହ ଏହା ଆଜିଠୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଦୀର୍ଘବର୍ଷ ପୁରୁଣା ଏମସିଆଇକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ତା’ ସ୍ଥାନରେ ଜାତୀୟ ମେଡିକାଲ କମିଶନକୁ କାର୍ଯ୍ୟକ୍ଷମ କରାଯାଇଛି। ଏହି କମିଶନ ସମେତ ୪ଟି ସ୍ୱୟଂଶାସିତ ବୋର୍ଡ ଯଥା- ଅଣ୍ଡରଗ୍ରାଜୁଏଟ ମେଡିକାଲ ଏଜୁକେସନ ବୋର୍ଡ, ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେସନ ବୋର୍ଡ, ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ, ଏଥିକ୍ସ ଆଣ୍ଡ ମେଡିକାଲ ରେଜିଷ୍ଟ୍ରେସନ ବୋର୍ଡ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। ଏହି ୪ଟି ବୋର୍ଡ ଦୈନନ୍ଦିନ କାର୍ଯ୍ୟରେ କମିଶନଙ୍କୁ ସହାୟତା କରିବେ। ଏହି ବୋର୍ଡଗୁଡ଼ିକ ୟୁଜି-ପିଜି ମେଡିକାଲ ଶିକ୍ଷା, ଡାକ୍ତରଙ୍କ ଆକ୍ରିଡେସନ ଓ ଆସେସମେଣ୍ଟ, ଡାକ୍ତରଙ୍କ ଆଚରଣ ଆଦିର ତଦାରଖ କରିବ।

ସୂଚନାଯୋଗ୍ୟ ୨୦୧୪ରେ ଦେଶରେ ୫୪ହଜାର ଏମବିବିଏସ୍ ସିଟ୍ ଥିବାବେଳେ ୨୦୨୦ରେ ଏହା ୮୦ହଜାରକୁ ବୃଦ୍ଧି ପାଇଛି। ସେହିପରି ପିଜି ସିଟ୍ ମଧ୍ୟ ଏହି ଅବଧି ମଧ୍ୟରେ ୨୪ହଜାରରୁ ୫୪ହଜାକୁ ବୃଦ୍ଧି ହୋଇଛି। ଏହି କମିଶନ ଓ ବୋର୍ଡ କାର୍ଯ୍ୟକ୍ଷମ ହେବା ଦ୍ୱାରା ମେଡିକାଲ ଶିକ୍ଷାକୁ ପାରଦର୍ଶୀ କରିବା ସହ ଗୁଣାତ୍ମକ ଓ ଉତ୍ତରଦାୟୀ କରାଯାଇ ପାରିବ । ଇଣ୍ଡିଆନ ମେଡିକାଲ କାଉନସିଲ ଆକ୍ଟ-୧୯୫୬ ବଳରେ ଏମସିଆଇ ସ୍ଥାପନ କରାଯାଇଥିଲା, ଯାହାକୁ ଗତକାଲିଠୁ ଉଚ୍ଛେଦ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story