ଶିରିଣି ଭୋଗ ଖାଇ ମେଡିକାଲରେ ଭର୍ତ୍ତି ହେଲେ ୫୦ରୁ ଅଧିକ

ଯାଜପୁର (ଗୁଲାମ ଗସ୍): ଭୋଗକୁ ପବିତ୍ର ବୋଲି ଭାବି ଖାଇଥିଲେ। କିନ୍ତୁ କିଏ ଜାଣିଥିଲା ତାହା ଏମିତି କାଣ୍ଡ କରିବ ବୋଲି! ଶିରିଣି ଭୋଗ ଖାଇ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅଂଚଳରେ ଆଜି ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି। ପଢ଼ନ୍ତୁ କଣ ଥିଲା ପୂରା ଘଟଣା। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସୋଲରେ ଗ୍ରାମରେ ଶିରିଣି ଭୋଗ ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଗତକାଲି ଗଁ।ରେ […]

afc51e12-28e9-4e0f-b676-aa0682cf1c2a

afc51e12-28e9-4e0f-b676-aa0682cf1c2a

Ordigital Desk
  • Published: Tuesday, 05 June 2018
  • Updated: 05 June 2018, 07:02 PM IST

ଯାଜପୁର (ଗୁଲାମ ଗସ୍): ଭୋଗକୁ ପବିତ୍ର ବୋଲି ଭାବି ଖାଇଥିଲେ। କିନ୍ତୁ କିଏ ଜାଣିଥିଲା ତାହା ଏମିତି କାଣ୍ଡ କରିବ ବୋଲି! ଶିରିଣି ଭୋଗ ଖାଇ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅଂଚଳରେ ଆଜି ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି। ପଢ଼ନ୍ତୁ କଣ ଥିଲା ପୂରା ଘଟଣା।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସୋଲରେ ଗ୍ରାମରେ ଶିରିଣି ଭୋଗ ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଗତକାଲି ଗଁ।ରେ ଜଣକ ଘରେ ପୁଅ ଜନ୍ମଦିନ ପାଳନ କରାଯାଇଥିଲା। ଏହି ଅବସରରେ ଘରଲୋକେ ଶିରିଣି ଭୋଗ ପ୍ରସ୍ତୁତ କରିଥିଲେ। ରାତିରେ ପୂଜା ପରେ ଯେତିକି ଲୋକ ଭୋଗ ଖାଇଲେ ଖାଇଲେ, ଯାହା ବଳିଲା ତାକୁ ରଖି ଦେଇଥିଲେ। ସେଇ ବଳକା ଭୋଗକୁ ପୁଣି ସକାଳେ ସାହିରେ ବଂଟା ଯାଇଥିଲା। ଏହାକୁ ଖାଇବା ପରେ ହିଁ ପିଲାଙ୍କଠାରୁ ଆରମ୍ଭ କରି ମହିଳା ଓ ପୁରୁଷ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ। କେତେକଙ୍କର ବାନ୍ତି ମଧ୍ୟ ହୋଇଥିଲା।

ଅସୁସ୍ଥମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସାଲାଇନ୍ ଓ ମେଡିସିନ୍ ଦେବା ପରେ ସମସ୍ତେ ବିପଦମୁକ୍ତ ଥିବା ଚିକିତ୍ସା କରୁଥିବା ଡାକ୍ତର ଏସ.ବି. ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story