ଟ୍ରେନ ଅଟକାଇ ଖସିଯିବାକୁ ଉଦ୍ୟମ, ୭ ଜଣଙ୍କୁ ଧରି କ୍ୱାରେଣ୍ଟାଇନ ନେଲା ପ୍ରଶାସନ  

ଅନୁଗୁଳ(ଓଡ଼ିଶା ରିପୋର୍ଟର): ଟ୍ରେନ ଅଟକାଇଲେ ପ୍ରବାସୀ ଶ୍ରମିକ। ଟ୍ରେନ ଅଟକାଇ ଖସିଯିବାକୁ ଉଦ୍ୟମ। ଅନୁଗୁଳ ମଝିକା ନିକଟରେ ଟ୍ରେନ ଅଟକାଇଲେ ପ୍ରବାସୀ ଶ୍ରମିକ। ଚେନ ପୁଲିଂ କରି ଖସି ଯିବାକୁ ଟ୍ରେନ ଅଟକାଇଥିବା ଅଭିଯୋଗ ହୋଇଛି। ତେବେ ୭ ଜଣଙ୍କୁ ଅଟକ ରଖି କ୍ୱାରେଣ୍ଟାଇନ କେନ୍ଦ୍ରକୁ ନେଲା ପ୍ରଶାସନ। ଏମାନେ ଅହମ୍ମଦାବାଦରୁ  ଓଡ଼ିଶା ଆସୁଥିଲେ। ଅନୁଗୁଳ ମଝିକା ନିକଟରେ ୭ ଜଣଙ୍କୁ ଧରାଯାଇଛି। ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି ପ୍ରବାସୀ […]

8bn

8bn

Tapas Behera
  • Published: Sunday, 10 May 2020
  • Updated: 10 May 2020, 09:45 PM IST

ଅନୁଗୁଳ(ଓଡ଼ିଶା ରିପୋର୍ଟର): ଟ୍ରେନ ଅଟକାଇଲେ ପ୍ରବାସୀ ଶ୍ରମିକ। ଟ୍ରେନ ଅଟକାଇ ଖସିଯିବାକୁ ଉଦ୍ୟମ। ଅନୁଗୁଳ ମଝିକା ନିକଟରେ ଟ୍ରେନ ଅଟକାଇଲେ ପ୍ରବାସୀ ଶ୍ରମିକ। ଚେନ ପୁଲିଂ କରି ଖସି ଯିବାକୁ ଟ୍ରେନ ଅଟକାଇଥିବା ଅଭିଯୋଗ ହୋଇଛି। ତେବେ ୭ ଜଣଙ୍କୁ ଅଟକ ରଖି କ୍ୱାରେଣ୍ଟାଇନ କେନ୍ଦ୍ରକୁ ନେଲା ପ୍ରଶାସନ। ଏମାନେ ଅହମ୍ମଦାବାଦରୁ  ଓଡ଼ିଶା ଆସୁଥିଲେ। ଅନୁଗୁଳ ମଝିକା ନିକଟରେ ୭ ଜଣଙ୍କୁ ଧରାଯାଇଛି।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି ପ୍ରବାସୀ ଓଡ଼ିଆ। ଗୁଜରାଟ, ମହାରାଷ୍ଟ୍ର ଓ ତାମିଲନାଡରୁ ଆଜି ୫ଟି ଟ୍ରେନ୍ ଯୋଗେ ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶା ଅଭିମୁଖେ ବାହାରିଛନ୍ତି।

ତେବେ ସୁରତ ଲିଙ୍କ୍ ପାଇଁ ରାଜ୍ୟର କରୋନା ସଂକ୍ରମଣ ହାର ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବାବେଳେ ଆସୁଥିବା ପ୍ରବାସୀ ଏବଂ ସେମାନଙ୍କ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ୫ଟି ଟ୍ରେନ୍‌ ମଧ୍ୟରୁ ଗୁଜୁରାଟରୁ ୩, ମହାରାଷ୍ଟ୍ରର ପାନ୍‌ଭେଲରୁ ଗୋଟିଏ ଓ ଚେନ୍ନାଇରୁ ଗୋଟିଏ ଟ୍ରେନ୍ ବାହାରି ଯାତ୍ରା ଜାରି ରହିଛି । ଏସବୁ ଟ୍ରେନ୍‌ରେ ପାଖାପାଖି ସାଢ଼େ ୫ ହଜାର ପ୍ରବାସୀ ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story