ଏବିଭିପିର ୬୧ ତମ ଜାତୀୟ ସମ୍ମିଳନୀ ଆଜିଠୁ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୬୧ତମ ଜାତୀୟ ସମ୍ମିଳନୀ। ଏହା ୪ ଦିନ ଧରି ଚାଲିବ। ୧୯୯୩ ପରେ ଦ୍ୱିତୀୟ ଥର ଲାଗି ଓଡିଶାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ବିବେକ ଦେବରାୟ, ଅମିଶ ତ୍ରିପାଠୀ ଓ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଅନେକ ଜାତୀୟସ୍ତରର ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଗତକାଲି ଭୁବନେଶ୍ୱରରେ ପ୍ରସ୍ତୁତି ବୈଠକ ବସିଥିଲା।ସମ୍ମିଳନୀରେ ସମଗ୍ର ଦେଶର […]

abvp

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 02:57 AM IST

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୬୧ତମ ଜାତୀୟ ସମ୍ମିଳନୀ। ଏହା ୪ ଦିନ ଧରି ଚାଲିବ। ୧୯୯୩ ପରେ ଦ୍ୱିତୀୟ ଥର ଲାଗି ଓଡିଶାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସମ୍ମିଳନୀରେ ନୀତି ଆୟୋଗ ସଦସ୍ୟ ବିବେକ ଦେବରାୟ, ଅମିଶ ତ୍ରିପାଠୀ ଓ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଅନେକ ଜାତୀୟସ୍ତରର ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଗତକାଲି ଭୁବନେଶ୍ୱରରେ ପ୍ରସ୍ତୁତି ବୈଠକ ବସିଥିଲା।ସମ୍ମିଳନୀରେ ସମଗ୍ର ଦେଶର ଏକ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେବେ। ସେହିପରି ନେପାଳ ସମେତ ୫ଟି ବିଦେଶୀ ରାଷ୍ଟ୍ରର ପ୍ରତିନିଧିମାନେ ମଧ୍ୟ ଏଥିରେ ଯୋଗ ଦେବେ କହିଛନ୍ତି ଜାତୀୟ ସମ୍ପାଦକ ଆଶିଷ ଚୌହାନ।

Related story