ଏସ୍‌ସିବିରେ ଆଉ ଜଣେ ଡେଙ୍ଗୁ ରୋଗୀ ମୃତ

କଟକ: ଏସ୍‌ସିବି ମେଡିକାଲରେ ଗତକାଲି ପୁଣି ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଜଗତପୁର ନିକଟବର୍ତ୍ତୀ ପଦ୍ମପୁର ଅଞ୍ଚଳର ଜିତା ମଲ୍ଲିକ। ଡେଙ୍ଗୁ ରୋଗରେ ପୀଡିତ ହୋଇ ଜିତା ତିନି ଦିନ ତଳେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଚଳିତବର୍ଷ ଏସ୍‌ସିବିରେ ଡେଙ୍ଗୁ […]

ctc

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 08:50 AM IST

କଟକ: ଏସ୍‌ସିବି ମେଡିକାଲରେ ଗତକାଲି ପୁଣି ଜଣେ ଡେଙ୍ଗୁ ରୋଗୀଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଜଗତପୁର ନିକଟବର୍ତ୍ତୀ ପଦ୍ମପୁର ଅଞ୍ଚଳର ଜିତା ମଲ୍ଲିକ। ଡେଙ୍ଗୁ ରୋଗରେ ପୀଡିତ ହୋଇ ଜିତା ତିନି ଦିନ ତଳେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ିଯିବାରୁ ତାଙ୍କୁ ଆଇସିୟୁରେ ରଖା ଯାଇଥିଲା। ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଚଳିତବର୍ଷ ଏସ୍‌ସିବିରେ ଡେଙ୍ଗୁ ଜନିତ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି।

Related story