ପୁଲିସ୍ ବ୍ୟାରିକେଡ୍‌ ଉପରେ ଚଢ଼ିଗଲା ସ୍କୋର୍ପିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରର ପିଏମ୍‌ଜି ନିକଟରେ ଏକ ସ୍କୋର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍କୋର୍ପିଓଟି ପୁଲିସ୍ ବ୍ୟାରିକେଡ୍‌କୁ ଧକ୍କା ଦେବା ପରେ ଏହା ଚଢ଼ି ଯାଇଥିଲା। ଗାଡ଼ିଟି ପ୍ରାୟ ୧୦ ଫୁଟ୍ ଉଚ୍ଚରେ ଲାଖି ରହି ଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଥିବା ୨ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା। ଦୁଇ ଜଣ ଯାକ ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଚଳାଉଥିବା ବ୍ୟକ୍ତି ନିଶାସକ୍ତ ଥିଲେ ବୋଲି ଜଣାପଡ଼ିଛି। ପୁଲିସ୍ […]

Accident

Accident

Jitendra Garnayak
  • Published: Thursday, 14 October 2021
  • Updated: 14 October 2021, 07:37 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରର ପିଏମ୍‌ଜି ନିକଟରେ ଏକ ସ୍କୋର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍କୋର୍ପିଓଟି ପୁଲିସ୍ ବ୍ୟାରିକେଡ୍‌କୁ ଧକ୍କା ଦେବା ପରେ ଏହା ଚଢ଼ି ଯାଇଥିଲା। ଗାଡ଼ିଟି ପ୍ରାୟ ୧୦ ଫୁଟ୍ ଉଚ୍ଚରେ ଲାଖି ରହି ଯାଇଥିଲା।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଥିବା ୨ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା। ଦୁଇ ଜଣ ଯାକ ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଚଳାଉଥିବା ବ୍ୟକ୍ତି ନିଶାସକ୍ତ ଥିଲେ ବୋଲି ଜଣାପଡ଼ିଛି।

ପୁଲିସ୍ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ କୁଆଡ଼େ ଯାଉଥିଲେ? କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା? ଏସବୁ ବିଷୟରେ ପୁଲିସ୍ ତଦନ୍ତ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story