ଟାଟା ମ୍ୟାଜିକ୍-ବାଇକ୍ ମୁହାଁମୁହିଁ, ଜଣେ ମୃତ

ଜି.ଉଦୟଗିରି: କେ.ନୂଆଗାଁ ଥାନା ସାରଙ୍ଗଗଡ଼ ଛକଠାରେ ଏକ ଟାଟା ମ୍ୟାଜିକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଙ୍ଗୁମାହା ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ଲବ ଦିଗାଲ। ତାଙ୍କ ସ୍ତ୍ରୀ  ସାବିତ୍ରୀ ଦିଗାଲ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଗ୍ରାମବାସୀ ଶବ ରଖି ରାସ୍ତାରୋକ କରିଥିଲେ।

accident

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 04:36 PM IST

ଜି.ଉଦୟଗିରି: କେ.ନୂଆଗାଁ ଥାନା ସାରଙ୍ଗଗଡ଼ ଛକଠାରେ ଏକ ଟାଟା ମ୍ୟାଜିକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଙ୍ଗୁମାହା ଗାଁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ଲବ ଦିଗାଲ। ତାଙ୍କ ସ୍ତ୍ରୀ  ସାବିତ୍ରୀ ଦିଗାଲ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଗ୍ରାମବାସୀ ଶବ ରଖି ରାସ୍ତାରୋକ କରିଥିଲେ।

Related story