ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ସ୍ଥିତ ନାଲକୋ ପ୍ଲାଣ୍ଟର ସ୍ମେଲଟର କାଷ୍ଟ ହାଉସ ବି ରେ ଥିବା ଫ୍ଲାଶ ଓଭରରେ ଆଜି ଦିନ ପ୍ରାୟ ୧୧ଟା ବେଳେ  ନିଆଁ ଲାଗି ୪ ଜଣ କର୍ମଚାରୀ ଗୁରୁତର ହୋଇ ପଡିଛନ୍ତି। ଆହତ କର୍ମଚାରୀମାନେ ହେଲେ ବିଶ୍ୱେଶ୍ୱର ସାମଲ, ରଜନୀକାନ୍ତ ପରିଡ଼ା, ମିଥୁନ ନାଥ ଏବଂ ରିଙ୍କିନା ସାହୁ। ଗୁରୁତର ସମସ୍ତ କର୍ମଚାରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

angul

Jyoshna Pradhan
  • Published: Tuesday, 23 July 2019
  • , Updated: 23 July 2019, 03:15 PM IST

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ସ୍ଥିତ ନାଲକୋ ପ୍ଲାଣ୍ଟର ସ୍ମେଲଟର କାଷ୍ଟ ହାଉସ ବି ରେ ଥିବା ଫ୍ଲାଶ ଓଭରରେ ଆଜି ଦିନ ପ୍ରାୟ ୧୧ଟା ବେଳେ  ନିଆଁ ଲାଗି ୪ ଜଣ କର୍ମଚାରୀ ଗୁରୁତର ହୋଇ ପଡିଛନ୍ତି। ଆହତ କର୍ମଚାରୀମାନେ ହେଲେ ବିଶ୍ୱେଶ୍ୱର ସାମଲ, ରଜନୀକାନ୍ତ ପରିଡ଼ା, ମିଥୁନ ନାଥ ଏବଂ ରିଙ୍କିନା ସାହୁ।

ଗୁରୁତର ସମସ୍ତ କର୍ମଚାରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Related story