ରାତି ଅନିଦ୍ରା, ମୁଗୁରା ମୁହଁ ମେଲା : ଭାଣ୍ଡିଆ ହେଲା ପୁଲିସ

ଚାନ୍ଦବାଲି(ବାସୁଦେବ ଦାସ ): କଥାରେ ଅଛି ବାପ.-ପୁଅ ରାତି ଅନିଦ୍ରା ମୁଗୁରା ମୁହଁ ମେଲା। ସେମିତି ଏକ ଘଟଣା ଚାନ୍ଦବାଲି ଅଞ୍ଚଳରେ ଘଟିଛି। ଖସିଯାଇଛି ଅଭିଯୁକ୍ତ । ଭାଣ୍ଡିଆ ହୋଇଛି ପୁଲିସ। ମାସକ ପୂର୍ବେ ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତକୁ ଗତକାଲି ନିମାପଡାରୁ ଗିରଫ କରିଥିଲା ପୁଲିସ। ହେଲେ ପୁଲିସ ହାଜତରୁ ଅଭିଯୁକ୍ତ ରାତିରେ ଚମ୍ପଟ ମାରିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ ଏମିତି ଘଟଣା ଘଟିଛି । ଉକ୍ତ ଥାନା ପଳାସପୁର ଗାଁର ନାବାଳିକାଙ୍କୁ […]

b-90

b-90

Tapas Behera
  • Published: Saturday, 03 October 2020
  • Updated: 03 October 2020, 06:00 PM IST

Sports

Latest News

ଚାନ୍ଦବାଲି(ବାସୁଦେବ ଦାସ ): କଥାରେ ଅଛି ବାପ.-ପୁଅ ରାତି ଅନିଦ୍ରା ମୁଗୁରା ମୁହଁ ମେଲା। ସେମିତି ଏକ ଘଟଣା ଚାନ୍ଦବାଲି ଅଞ୍ଚଳରେ ଘଟିଛି। ଖସିଯାଇଛି ଅଭିଯୁକ୍ତ । ଭାଣ୍ଡିଆ ହୋଇଛି ପୁଲିସ। ମାସକ ପୂର୍ବେ ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତକୁ ଗତକାଲି ନିମାପଡାରୁ ଗିରଫ କରିଥିଲା ପୁଲିସ।

ହେଲେ ପୁଲିସ ହାଜତରୁ ଅଭିଯୁକ୍ତ ରାତିରେ ଚମ୍ପଟ ମାରିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ ଏମିତି ଘଟଣା ଘଟିଛି । ଉକ୍ତ ଥାନା ପଳାସପୁର ଗାଁର ନାବାଳିକାଙ୍କୁ ବିଜୟନଗର ଗାଁର ଅଜୟ ନାୟକ ଗତ ମାସେ ପୂର୍ବରୁ ଅପହରଣ କରିନେଇଥିବା ପରିବାର ଲୋକେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜ୍ଜୁ କରି ବିଭିନ୍ନ ଜାଗାରେ ଚଢ଼ାଉ କରି ନାବାଳିକା ସମେତ ଯୁବକକୁ ନିମାପଡ଼ାରୁ ଉଦ୍ଧାର କରି ଥାନାକୁ ଆଣିଥିଲା।

ହେଲେ ଗତକାଲି ବିଳମ୍ବିତ ରାତିରେ ଥାନାର ଝରକା ଭାଙ୍ଗି ଅଭିଯୁକ୍ତ ଚମ୍ପଟ ମାରିଥିଲା। ଯୁବକଙ୍କୁ  ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରୁଥିବା ବେଳେ ଆଜି ସକାଳେ ଅଭିଯୋଗକାରୀଙ୍କ ବାପା ସମେତ ଗ୍ରାମବାସୀ ପୁଲିସ ପଇସା ନେଇ ଅଭିଯୁକ୍ତକୁ ଛାଡ଼ିଦେଇଥିବା ଅଭିଯୋଗ କରି ଥାନା ଘେରାଉ କରିଥିଲେ। ଅନ୍ୟପଟରେ ଏସ୍.ଡ଼ି.ପି.ଓ କହିଛନ୍ତି। ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି, ଖୁବ ଶୀଘ୍ର ଧରାଯିବ କେମିତି ଘଟଣା ଘଟିଲା ସେନେଇ ତଦନ୍ତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story