ରାଜି ହେଲାନି ବୋଲି ଭାଇରାଲ କରିଦେଲା ଫଟୋ

ଓଡିଶା ରିପୋର୍ଟର(ଏନ୍‌.ଏମ୍‌.ବୈଶାଖ): ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଏକାଧିକ ଝିଅଙ୍କ ସହିତ ସମ୍ପର୍କ ସ୍ଥାପନ କରୁଥିଲା ହିମାଂଶୁ ପ୍ରଧାନ। ଆଉ ଝିଅ ପଟିଗଲେ ତା ସହ ମାତୁଥିଲା ରାସଲୀଳାରେ। କେତେବେଳେ ଝିଅର ସହମିତିରେ ତ କେତେବେଳେ ଜୋର୍‌ ଜବରଦସ୍ତ ଝିଅଟି ସହ ସହବାସ କରୁଥିଲା ହିମାଂଶୁ। ଆଉ ନିଜକୁ ସୁରକ୍ଷିତ ରଖିବାକୁ ତଥା ଉକ୍ତ ଝିଅକୁ ବ୍ଲାକ ମେଲିଂ କରିବାକୁ ସେହି ଆପତ୍ତିଜନ ଦୃଶ୍ୟକୁ ସୁଟ୍‌ କରୁଥିଲା ନିଜ କ୍ୟାମେରାରେ। ପରେ ଏହି ଫଟୋ ଭାଇରାଲ କରି […]

raji

raji

Rakesh Mallick
  • Published: Monday, 02 July 2018
  • Updated: 02 July 2018, 08:10 PM IST

Sports

Latest News

ଓଡିଶା ରିପୋର୍ଟର(ଏନ୍‌.ଏମ୍‌.ବୈଶାଖ): ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଏକାଧିକ ଝିଅଙ୍କ ସହିତ ସମ୍ପର୍କ ସ୍ଥାପନ କରୁଥିଲା ହିମାଂଶୁ ପ୍ରଧାନ। ଆଉ ଝିଅ ପଟିଗଲେ ତା ସହ ମାତୁଥିଲା ରାସଲୀଳାରେ। କେତେବେଳେ ଝିଅର ସହମିତିରେ ତ କେତେବେଳେ ଜୋର୍‌ ଜବରଦସ୍ତ ଝିଅଟି ସହ ସହବାସ କରୁଥିଲା ହିମାଂଶୁ। ଆଉ ନିଜକୁ ସୁରକ୍ଷିତ ରଖିବାକୁ ତଥା ଉକ୍ତ ଝିଅକୁ ବ୍ଲାକ ମେଲିଂ କରିବାକୁ ସେହି ଆପତ୍ତିଜନ ଦୃଶ୍ୟକୁ ସୁଟ୍‌ କରୁଥିଲା ନିଜ କ୍ୟାମେରାରେ। ପରେ ଏହି ଫଟୋ ଭାଇରାଲ କରି ଝିଅମାନଙ୍କୁ ଡରାଇ ଫାଇଦା ଉଠାଉଥିଲା ସେ।

ହେଲେ ଏ ଥରକ ସେ ପୋଲିସ ହାତରେ ଧରା ପଡିଛି। ବ୍ଲାକ ମେଲିଂ ଅଭିଯୋଗରେ କୁଜଙ୍ଗ ପୋଲିସ ଆଜି ହିମାଂଶୁକୁ ଗିରଫ କରିଛି। ହିମାଂଶୁଙ୍କ ଘର କୁଜଙ୍ଗ ବଳରାମପୁର ଅଞ୍ଚଳରେ। ସେ ସ୍ଥାନୀୟ ଗୋପିଆକୁଦ ଅଞ୍ଚଳର ଜଣେ ୧୭ବର୍ଷିୟ ନାବାଳିକାକୁ ପ୍ରଥମେ ନିଜ ପ୍ରେମ ଜାଲରେ ଫଶାଇ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏଥିରେ ନାବାଳିକା ଜଣକ ଅମଙ୍ଗ ହେବାରୁ ଉକ୍ତ ଯୁବକ ବଳପୂର୍ବକ ଝିଅଟିର ଉଲଗ୍ନ ଫଟୋ ଉଠାଇଥିଲା। କହିଥିଲା- ”ମୋ କଥାରେ ରାଜି ହଅ ନ ହେଲେ ଏହି ଫଟୋକୁ ଭାଇରାଲ୍ କରିଦେବି। ତଥାପି ଝିଅଟି ରାଜି ନ ହେବାରୁ ଉକ୍ତ ଯୁବକ ସତକୁ ସତ ଝିଅ ଟିର ଅଶ୍ଳିଳ ଫଟୋକୁ ସାଙ୍ଗମାନଙ୍କ ମୋବାଇଲରେ ଭାଇରାଲ କରି ଦେଇଥିଲା। ଏନେଇ ଘଟଣା ସମ୍ପର୍କରେ ଝିଅଟି ତାର ପରିବାର ଆଗରେ କହିବାରୁ ପରିବାର ଲୋକେ ଝିଅକୁ ଧରି କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯାହାକୁ ତଦନ୍ତ କରି ଆଜି କୁଜଙ୍ଗ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story