ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍‌। ଅଭିଯୁକ୍ତର ନାଁ ବାବୁଲା ନାୟକ। ଫିରିଙ୍ଗିଆ ଥାନା ପୁଲିସ୍‌ ବାବୁଲାକୁ ଲାଇନପଡ଼ା ଅଞ୍ଚଳରୁ ଗିରଫ କରିଛି। ତା’ସହିତ ତା’ଠାରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଛି। ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ନାବାଳିକାଙ୍କ ବାପା ଗତ ମାସ ୨୮ ତାରିଖ ଝିଅ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏତଲା […]

Accused

Accused

Jitendra Garnayak
  • Published: Thursday, 01 July 2021
  • Updated: 01 July 2021, 10:01 AM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍‌। ଅଭିଯୁକ୍ତର ନାଁ ବାବୁଲା ନାୟକ।

ଫିରିଙ୍ଗିଆ ଥାନା ପୁଲିସ୍‌ ବାବୁଲାକୁ ଲାଇନପଡ଼ା ଅଞ୍ଚଳରୁ ଗିରଫ କରିଛି। ତା’ସହିତ ତା’ଠାରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଛି।

ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ନାବାଳିକାଙ୍କ ବାପା ଗତ ମାସ ୨୮ ତାରିଖ ଝିଅ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ନାବାଳିକାଙ୍କୁ ଖୋଜାଖୋଜି କରିଥିଲା।

ନାବାଳିକା ଜଣଙ୍କ ଲାଇନପଡ଼ା ଅଞ୍ଚଳରେ ରହିଥିବା ପୁଲିସ୍ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ଏହା ପରେ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଲାଇନପଡ଼ା ଅଞ୍ଚଳରେ ଚଢ଼ାଉ କରିବା ସହିତ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲା।

ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ତାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍ ବାବୁଲା ନାୟକକୁ ଗିରଫ କରିଛି। ଏହା ସହିତ ପୁଲିସ୍ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story