ପରଦା ହଟିଲା: ହନୁମାନ ପଇସା ପାଇଁ ଶ୍ରୀକାନ୍ତଙ୍କୁ ହତ୍ୟା

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ପୁଇଁତଳାର ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାରୁ ଉଠିଲା ପରଦା। ହନୁମାନ ପଇସାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇ ଥିବା ଜଣାପଡ଼ିଛି। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଇଁତଳା SDPO ଶ୍ରୀମନ୍ତ ବାରିକ। ଗତ ୮ ତାରିଖରେ ପୁଇତଁଳାର ଶ୍ରୀକାନ୍ତଙ୍କୁ ଅପହରଣ ହୋଇଥିଲା। ଶ୍ରୀକାନ୍ତଙ୍କ ବାପାଙ୍କ ପାଖରେ ହନୁମାନ ପଇସା ଥିବା ନେଇ ସନ୍ଦେହ କରିଥିଲେ ଅପହରଣକାରୀ। ପୁଅର ଜୀବନ ବଦଳରେ ତାଙ୍କଠୁ ହନୁମାନ ପଇସା ମାଗିବା ପାଇଁ ଯୋଜନା କରିଥିଲେ। […]

murder-

murder-

Tapas Behera
  • Published: Sunday, 18 August 2019
  • Updated: 18 August 2019, 03:32 PM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ପୁଇଁତଳାର ଶ୍ରୀକାନ୍ତ ନନ୍ଦ ହତ୍ୟା ମାମଲାରୁ ଉଠିଲା ପରଦା। ହନୁମାନ ପଇସାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇ ଥିବା ଜଣାପଡ଼ିଛି।

ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଇଁତଳା SDPO ଶ୍ରୀମନ୍ତ ବାରିକ।

ଗତ ୮ ତାରିଖରେ ପୁଇତଁଳାର ଶ୍ରୀକାନ୍ତଙ୍କୁ ଅପହରଣ ହୋଇଥିଲା। ଶ୍ରୀକାନ୍ତଙ୍କ ବାପାଙ୍କ ପାଖରେ ହନୁମାନ ପଇସା ଥିବା ନେଇ ସନ୍ଦେହ କରିଥିଲେ ଅପହରଣକାରୀ। ପୁଅର ଜୀବନ ବଦଳରେ ତାଙ୍କଠୁ ହନୁମାନ ପଇସା ମାଗିବା ପାଇଁ ଯୋଜନା କରିଥିଲେ। ହେଲେ ପୁରା ପ୍ଲାନ୍ ବିଗିଡ଼ି ଯାଇଥିଲା। ଶ୍ରୀକାନ୍ତଙ୍କ ମୁହଁରେ ସେଲୋ ଟ୍ୟାପ ବାନ୍ଧି ଅପହରଣକାରୀ ତାଙ୍କୁ ନେଇ ଦୁର୍ଗାପାଲିରେ ରଖିଥିଲେ । ଫଳରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ।

ତେବେ ଶ୍ରୀକାନ୍ତ ମରି ଯାଇଥିବା ଭାବି ତାଙ୍କୁ ସୁକତେଲ ନଦୀରେ ଫୋପାଡ଼ି ଦେଇଥିଲେ ଅପହରଣକାରୀ।  ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରେଶଙ୍କୁ ଗିରଫ କରିଛି ପୁଲିସ୍। ଯାହା ପରେ ମାମଲା ପର୍ଦ୍ଦାଫାସ୍ ହୋଇଛି।

ସୁରେଶଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଛି। ତେବେ ମାମଲାରେ ଏବେ ବି ଅନ୍ୟ ୫ ଜଣଙ୍କ ସଂପୃକ୍ତି ଥିବା ଅନୁମାନ କରି ଖୋଳତାଡ଼ କରୁଛି ପୁଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story