ଚଢାଉ ବେଳେ ପୋଲିସ ଏସ୍‌ଆଇଙ୍କୁ ଅଭିଯୁକ୍ତର ଆକ୍ରମଣ

Ordigital Desk
  • Published: Wednesday, 01 November 2017
  • , Updated: 01 November 2017, 05:56 PM IST
<p>ଜୟପୁର (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଜୟପୁରରେ ଟାଉନ ଥାନା ଏସଆଇ ଶିବଶଙ୍କର ସାହୁଙ୍କୁ ଆକ୍ରମଣ କରାଯାଥିବା ଅଭିଯୋଗ ହୋଇଛି। ଦୁର୍ଦ୍ଦାନ୍ତ ଅପରାଧୀ ଜିତ୍&nbsp; ମହୁରିଆ ଘରେ ଚଢାଉ ବେଲେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଶିବଶଙ୍କରଙ୍କ ହାତ ଓ ମୁହଁରେ ଗଭୀର କ୍ଷତ ହୋଇଛି। ଅଭିଯୁକ୍ତ ଜିତକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।</p>

Related story