ଥାନାରେ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି  ଥାନାରେ ଜଣେ ଅଭିଯୁକ୍ତଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ଲୋଧି। ଶୌଚାଳୟରୁ ପଡ଼ି ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ ସୂଚନା ଦେଇଛି। ତେବେ ଅଭିଯୁକ୍ତଙ୍କ ବେକରେ ଦାଗ ଚିହ୍ନ ରହିଥିବାରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ନାବାଳିକାଙ୍କୁ କିଣିଥିବା ଅଭିଯୋଗରେ ସୁନୀଲଙ୍କୁ ପୁଲିସ୍‌ ଗିରଫ କରି ମଧ୍ୟପ୍ରଦେଶରୁ ସୁନ୍ଦରଗଡ଼ ଆଣିଥିଲା। ସୂଚନାଯୋଗ୍ୟ, ଧାରୁଆଡ଼ିହି  ଅନ୍ତର୍ଗତ ମାନମୁଣ୍ଡା ଗାଁର ଜଣେ ନାବାଳିକାଙ୍କୁ ଚାକିରି କରାଇଦେବାକୁ କହି […]

dead-body

dead-body

Jyoshna Pradhan
  • Published: Saturday, 20 July 2019
  • Updated: 20 July 2019, 08:35 AM IST

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହି  ଥାନାରେ ଜଣେ ଅଭିଯୁକ୍ତଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନୀଲ ଲୋଧି। ଶୌଚାଳୟରୁ ପଡ଼ି ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ ସୂଚନା ଦେଇଛି। ତେବେ ଅଭିଯୁକ୍ତଙ୍କ ବେକରେ ଦାଗ ଚିହ୍ନ ରହିଥିବାରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ନାବାଳିକାଙ୍କୁ କିଣିଥିବା ଅଭିଯୋଗରେ ସୁନୀଲଙ୍କୁ ପୁଲିସ୍‌ ଗିରଫ କରି ମଧ୍ୟପ୍ରଦେଶରୁ ସୁନ୍ଦରଗଡ଼ ଆଣିଥିଲା।

ସୂଚନାଯୋଗ୍ୟ, ଧାରୁଆଡ଼ିହି  ଅନ୍ତର୍ଗତ ମାନମୁଣ୍ଡା ଗାଁର ଜଣେ ନାବାଳିକାଙ୍କୁ ଚାକିରି କରାଇଦେବାକୁ କହି ମଧ୍ୟପ୍ରଦେଶର ସାଗର ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖରେ ଦଲାଲ ଯୁଗଳ ଓରାମ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ ମାଆ  ଥାନାରେ ଏତଲା ଦେଇଥିଲେ। ଏହାପରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରାଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ କରାଯାଇ ମଧ୍ୟପ୍ରଦେଶ ଯାଇଥିଲା।

ସେଠାକାର ସାଗର ଅଞ୍ଚଳରୁ ଗତକାଲି  ନାବାଳିକାଙ୍କୁ ସୁନ୍ଦରଗଡ଼ ପୁଲିସ୍‌ ଉଦ୍ଧାର କରିଥିଲା। ଏଥିସହ ନାବାଳିକାକୁ କିଣିଥିବା ବ୍ୟକ୍ତି ସୁନୀଲ ଲୋଧି, ଦୁଲାଲ ଯୁଗଳ ଓରାମ ଏବଂ ମହିଳା ସହଯୋଗୀ ସବିତା ଦୁବେଙ୍କୁ ମଧ୍ୟ ପୁଲିସ୍ ଗିରଫ କରି ଓଡ଼ିଶା ଆଣିଥିଲା। ଏଠାରେ ହାଜତରେ ସୁନୀଲଙ୍କ ମୃତ୍ୟୁ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story