ବାଡ଼ ପକାଉଥିଲେ ସ୍ୱାମୀ-ସ୍ତ୍ରୀ, ବାଲ୍ଟି ଭର୍ତ୍ତି ଏସିଡ୍ ଆଣି ଢାଳିଦେଲେ ପଡ଼ୋଶୀ

ବାସୁଦେବପୁର(କିରୀଟି ଦାସ) : ସ୍ୱାମୀ, ସ୍ତ୍ରୀ ବାଡ଼ ପୋତୁଥିଲେ। ପଡ଼ୋଶୀ ବାଲ୍ଟି ଭର୍ତ୍ତି ଏସିଡ୍ ଆଣି ଏହି ଦୁହିଁଙ୍କ ଉପରେ ଢାଳି ଦେଲେ। ଯାହା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି। ମହିଳା ଜଣଙ୍କ ଆଖି ହରାଇବା ଅଶଙ୍କା ଥିବା ଡାକ୍ତର କହିଛନ୍ତି। ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ରାଜଘରପୋଖରୀ ଗ୍ରାମରେ ଏହି ଘଟଣା ଘଟିଛି। ଦୁଇ ପରିବାର ମଧ୍ୟରେ ଥିବା ଜମିବାଡ଼ି ବିବାଦ ଆଜି ଏଭଳି ଜଘନ୍ୟକାଣ୍ଡରେ ପରିଣତ ହୋଇଛି। ଦୁଇ ଗୁରୁତର ସ୍ୱାମୀ ସ୍ତ୍ରୀ […]

acid

acid

Niranjan Mishra
  • Published: Wednesday, 03 August 2022
  • Updated: 03 August 2022, 04:36 PM IST

Sports

Latest News

ବାସୁଦେବପୁର(କିରୀଟି ଦାସ) : ସ୍ୱାମୀ, ସ୍ତ୍ରୀ ବାଡ଼ ପୋତୁଥିଲେ। ପଡ଼ୋଶୀ ବାଲ୍ଟି ଭର୍ତ୍ତି ଏସିଡ୍ ଆଣି ଏହି ଦୁହିଁଙ୍କ ଉପରେ ଢାଳି ଦେଲେ। ଯାହା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇଛନ୍ତି। ମହିଳା ଜଣଙ୍କ ଆଖି ହରାଇବା ଅଶଙ୍କା ଥିବା ଡାକ୍ତର କହିଛନ୍ତି। ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ରାଜଘରପୋଖରୀ ଗ୍ରାମରେ ଏହି ଘଟଣା ଘଟିଛି। ଦୁଇ ପରିବାର ମଧ୍ୟରେ ଥିବା ଜମିବାଡ଼ି ବିବାଦ ଆଜି ଏଭଳି ଜଘନ୍ୟକାଣ୍ଡରେ ପରିଣତ ହୋଇଛି। ଦୁଇ ଗୁରୁତର ସ୍ୱାମୀ ସ୍ତ୍ରୀ ହେଲେ ଏହି ଗ୍ରାମର ଶୈଳେନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ସରସ୍ୱତୀ ନାୟକ।

ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ SCB ସ୍ଥାନାନ୍ତର କରାଯାଇଛି।

ଶୈଳେନ୍ଦ୍ରଙ୍କ ଅଭିଯୋଗ ମୁତାବକ, ସେ ଛଅ ମାସ ତଳେ ଏକ ଜମି କିଣିଥିଲେ। କିଣିଥିବା ଏହି ଜମିରେ ପଡୋଶୀ ବିଜୟ ସାହୁ ତାଙ୍କ ଅଂଶ ଥିବା ଦାବି କରିଥିଲେ। ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦକୁ ନେଇ ଉଭୟେ ପୂର୍ବରୁ ଏକାଧିକ ଥର ଥାନାର ମଧ୍ୟ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ଜମି ମାପ ଚୁପ ହୋଇଛି। ଆଜି ସେହି ଜମିରେ ସେ ଓ ତାଙ୍କ ପତ୍ନୀ ବାଡ଼ ପକାଉ ଥିଲେ। ଏହି ସମୟରେ ବିଜୟଙ୍କ ପରିବାର ଲୋକ ଏକ ବାଲଟିରେ ଏସିଡ୍ ଆଣି ତାଙ୍କ ଉପରେ ଢାଳି ଦେଇଥିଲେ। ବାଲ୍ଟିରେ ଏସିଡି ଥିବ ବୋଲି ସେମାନେ ଜାଣି ପାରି ନ ଥିଲେ। ଅଭିଯୁକ୍ତମାନେ ଏସିଡ ଢ଼ାଳିବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ ଉଭୟ ଘଟଣାସ୍ଥଳରେ ପଡ଼ି ଛଟପଟ ହୋଇଥିଲେ।

ସେମାନଙ୍କ ଚିତ୍କାର ଶୁଣି ପାଖ ଅନ୍ୟ ପଡୋଶୀମାନେ ତାଙ୍କ ପାଖରେ ପହଞ୍ଚିଥିଲେ ଓ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଏହି ଘଟଣାକୁ ନେଇ ଶେଷ ଖବର ସୁଦ୍ଧା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିଲା।

ଏନେଇ ଚିକିତ୍ସା କରୁଥିବା ବାସୁଦେବପୁର ଡାକ୍ତରଖାନାର ଡାକ୍ତର ଶିବଦତ୍ତ ପାଣିଗ୍ରାହୀ କହିଛନ୍ତି, ମହିଳାଙ୍କ ମୁହଁର ଭିତର ଭାଗ ଅଙ୍ଗରେ ଏସିଡ୍ ମାଡର ପ୍ରଭାବ ପଡ଼ିଛି। ତାଙ୍କ ଶରୀରର ୩୦ରୁ ୪୦ ପ୍ରତିଶତ ଅଂଶ ପ୍ରଭାବିତ ହୋଇଛି। ତାଙ୍କ ଆଖି ନଷ୍ଟ ହେବାର ଆଶଙ୍କା ରହିଛି। ପୁରୁଷ ବ୍ୟକ୍ତିଙ୍କ ଶରୀରର ୧୦ରୁ ୨୦ ପ୍ରତିଶତ ଶରୀର ପ୍ରଭାବିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story