ବୋହୂ ଉପରକୁ ଶ୍ୱଶୁରଙ୍କ ଏସିଡ୍‌ ମାଡ଼!

କେନ୍ଦୁଝର: ବୋହୂ ଉପରକୁ ଶ୍ୱଶୁରଙ୍କ ଏସିଡ୍‌ ମାଡ଼ ଅଭିଯୋଗ। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ଷେ ତଳେ ଟାଉନ୍‌ ଥାନା ଶିରିପୁର ଗାଁ ମାଳତୀ ମାଝି ନୂଆଗାଁ ପଞ୍ଚାୟତ କୋଇପାଣି ଗାଁର ସମାର ଟୁଡୁଙ୍କ ପୁଅଙ୍କୁ ବିବାହ କରିଥିଲେ। ମାତ୍ର ସେମାନଙ୍କ ପାରିବାରିକ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା। ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଥିଲେ। ଏଥିରେ ପରିବାର ଲୋକେ […]

asid attack in

asid attack in

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 07:18 PM IST

Sports

Latest News

କେନ୍ଦୁଝର: ବୋହୂ ଉପରକୁ ଶ୍ୱଶୁରଙ୍କ ଏସିଡ୍‌ ମାଡ଼ ଅଭିଯୋଗ। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବର୍ଷେ ତଳେ ଟାଉନ୍‌ ଥାନା ଶିରିପୁର ଗାଁ ମାଳତୀ ମାଝି ନୂଆଗାଁ ପଞ୍ଚାୟତ କୋଇପାଣି ଗାଁର ସମାର ଟୁଡୁଙ୍କ ପୁଅଙ୍କୁ ବିବାହ କରିଥିଲେ। ମାତ୍ର ସେମାନଙ୍କ ପାରିବାରିକ ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିନଥିଲା। ଉଭୟ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଥିଲେ। ଏଥିରେ ପରିବାର ଲୋକେ ବିଚଳୀତ ହୋଇପଡ଼ିଥିଲେ। ତେବେ ଗତକାଲି ରାତିରେ କୌଣସି କଥାକୁ ନେଇ ମାଳତୀ ଓ ତାଙ୍କ ଶ୍ୱଶୁର ସମାରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ସମାର ଉତ୍‌କ୍ଷିପ୍ତ ହୋଇ ମାଳତୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos