କ୍ଷମତା ଦୁରୁପଯୋଗ କରି ଫସିଲେ; ୩ ପୁଲିସ୍‌ ବାବୁଙ୍କୁ ବାଧ୍ୟତାମୂଳକ ଅବସର, ୨ ନିଲମ୍ବିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ଷମତାର ଦୁରୁପଯୋଗ ପାଇଁ ୩ ପୁଲିସ୍‌ ଅଫିସରଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ସେମାନେ ହେଲେ ସବଇନ୍ସପେକ୍ଟର ବନମାଳୀ ନାୟକ, ସବଇନ୍ସପେକ୍ଟର କିଶୋର କୁମାର ବାଗ ଓ ସବଇନ୍ସପେକ୍ଟର ବୀରବର ଲେଙ୍କା। ଏହାବ୍ୟତୀତ ନୟାଗଡ ପୁଲିସ୍‌ର ୨ ଜଣଙ୍କୁ  ନିଲମ୍ବିତ କରାଯାଇଛି। ଓଡ଼ିଶା ସର୍ଭିସ କୋର୍ଡର ରୁଲ୍- ୭୧ ଅନୁସାରେ ଏହି ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୁଲିସ ଡିଜି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ସବ୍ଇନ୍ସପେକ୍ଟର ବନମାଳୀ ପୁରୀ ଓ ଖୋର୍ଦ୍ଧାରେ କାର୍ଯ୍ୟରତ ଥିବା […]

police-1

police-1

Niharika Rout
  • Published: Friday, 18 October 2019
  • Updated: 18 October 2019, 03:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ଷମତାର ଦୁରୁପଯୋଗ ପାଇଁ ୩ ପୁଲିସ୍‌ ଅଫିସରଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ସେମାନେ ହେଲେ ସବଇନ୍ସପେକ୍ଟର ବନମାଳୀ ନାୟକ, ସବଇନ୍ସପେକ୍ଟର କିଶୋର କୁମାର ବାଗ ଓ ସବଇନ୍ସପେକ୍ଟର ବୀରବର ଲେଙ୍କା। ଏହାବ୍ୟତୀତ ନୟାଗଡ ପୁଲିସ୍‌ର ୨ ଜଣଙ୍କୁ  ନିଲମ୍ବିତ କରାଯାଇଛି। ଓଡ଼ିଶା ସର୍ଭିସ କୋର୍ଡର ରୁଲ୍- ୭୧ ଅନୁସାରେ ଏହି ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୁଲିସ ଡିଜି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ସବ୍ଇନ୍ସପେକ୍ଟର ବନମାଳୀ ପୁରୀ ଓ ଖୋର୍ଦ୍ଧାରେ କାର୍ଯ୍ୟରତ ଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତେଣୁ ତାଙ୍କ ନାଁରେ ମାମଲା ଥିବାରୁ ସେ ପୁଲିସ୍‌ ବିଭାଗରେ କାର୍ଯ୍ୟ କରିବା ପାଇଁ ବିଶ୍ୱସନୀୟତା ହରାଇଛନ୍ତି। ତେଣୁ ତାଙ୍କୁ ବାଧ୍ୟତାମୂଳକ ଭାବେ ଚାକିରିରୁ ଅବସର ଦିଆଯାଇଛି। ଚାକିରି ଆହୁରି ୪ ବର୍ଷ ବାକି ଥିବା ସତ୍ତ୍ୱେ ତାଙ୍କୁ ଅବସର ଦିଆଯାଇଥିବା ଡିଜିପି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ସେହିପରି ନୟାଗଡ ପୁଲିସ୍‌ର ୨ ଜଣ କର୍ମଚାରୀଙ୍କୁ  ନିଲମ୍ବନ କରାଯାଇଛି । ନୟାଗଡର ଏଏସ୍ଆଇ ଅପର୍ତ୍ତି ସାହୁ ଦୁର୍ଘଟଣାଗ୍ରସ୍ତ ଏକ ଗାଡ଼ି ସଂପର୍କରେ ଭୁଲ୍ ତଥ୍ୟ ଦେବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  ସେପଟେ  ଲୋକ ସମ୍ପର୍କ ଠିକ୍ ନ ଥିବା ଆଧାରରେ ନିଲମ୍ବିତ ହୋଇଛନ୍ତି ଦର୍ପନାରାୟଣପୁର ଫାଣ୍ଡି କନଷ୍ଟେବଳ ଅଚ୍ୟୁତ ପ୍ରଧାନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story