କୁକୁରଙ୍କ ଗୋଡ଼ ଓ ପାଟି ବାନ୍ଧିବା ଘଟଣା; ବିଦା ହେଲେ ୪ ତଳିଆ କର୍ମଚାରୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟରେ ଅମାନବୀୟ ଭାବେ କୁକୁରଙ୍କ ଗୋଡ଼ ଓ ପାଟି ବାନ୍ଧିବା ଘଟଣାରେ ନିଆଯାଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ଜଣେ ପିଅନ ଓ ୩ ମହିଳା ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହିଳା ହଷ୍ଟେଲ ପରିସରରେ ଏଭଳି ଅମାନବୀୟ ଘଟଣା କିଛି ଦିନ ପୂର୍ବେ ସାମ୍ନାକୁ ଆସିଥିଲା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତର ସହ  ଏହି ଘଟଣାକୁ ନେଇ ଅନୁସନ୍ଧାନ ପାଇଁ […]

dog

dog

Niharika Rout
  • Published: Friday, 30 September 2022
  • Updated: 30 September 2022, 08:53 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟରେ ଅମାନବୀୟ ଭାବେ କୁକୁରଙ୍କ ଗୋଡ଼ ଓ ପାଟି ବାନ୍ଧିବା ଘଟଣାରେ ନିଆଯାଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ଜଣେ ପିଅନ ଓ ୩ ମହିଳା ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

ବିଶ୍ୱବିଦ୍ୟାଳୟ ପରିସରରେ ଥିବା ମହିଳା ହଷ୍ଟେଲ ପରିସରରେ ଏଭଳି ଅମାନବୀୟ ଘଟଣା କିଛି ଦିନ ପୂର୍ବେ ସାମ୍ନାକୁ ଆସିଥିଲା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତର ସହ  ଏହି ଘଟଣାକୁ ନେଇ ଅନୁସନ୍ଧାନ ପାଇଁ ୩ ଜଣିଆ କମିଟି ଗଠନ କରିଥିଲେ ।

ତଦନ୍ତ ରିପୋର୍ଟ ପାଇଲା ପରେ ଗତକାଲି କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ହଷ୍ଟେଲରେ ଥିବା ଜଣେ ପିଅନ ଓ ୩ ମହିଳା ସୁରକ୍ଷା କର୍ମୀଙ୍କୁ ଦାୟିତ୍ୱ ତୁଲାଇନଥିବା ଯୋଗୁଁ ସମସ୍ତ କାର୍ଯ୍ୟରୁ  ବହିଷ୍କାର କରିଥିବା କହିଛନ୍ତି ।  ତେବେ ତଦନ୍ତ ଆହୁରି ଜାରି ରହିବ । ଏହି ଘଟଣାରେ ଆଉ କିଏ ସଂପୃକ୍ତ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୁଳପତି ।

ସୂଚନାଯୋଗ୍ୟ, କିଛି ଦିନ ହେବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢିଚାଲିଥିଲା ।   ଏଥିରେ ଅତିଷ୍ଠ ହୋଇ ବିଶ୍ୱବିଦ୍ୟାଳୟର କେତେକ କର୍ମଚାରୀ  ୧୨ଟି ବୁଲା କୁକୁରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ସେମାନଙ୍କ ମୁହଁ ଓ ଗୋଡ ବାନ୍ଧି ରଖିଥିଲେ । ଖବର ପାଇବା ପରେ ବ୍ରହ୍ମପୁର ଜୀବ ସୁରକ୍ଷା ସଂଘର ସଦସ୍ୟ ସେମାନଙ୍କୁ ଉଦ୍ଧାର କରିଥିଲେ । ତେବେ ଜୀବଙ୍କ ପ୍ରତି ଏପରି ନିଷ୍ଠୁର ଆଚରଣକୁ କଡ଼ା ସମାଲୋଚନା କରାଯାଇଥିଲା। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହୋଇଥିଲା।

ତେବେ ବିଶ୍ୱବିଦ୍ୟାଳୟ କୁଳପତି କିଛି ତଳତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜକୁ ଦୋଷମୁକ୍ତ କରିଛନ୍ତି। ତେବେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ତଳିଆ କର୍ମଚାରୀ ଏପରି କରିଥିବା ସହଜେ ଗ୍ରହଣୀୟ ନୁହେଁ । ତେଣୁ ଏହି ଘଟଣାରେ କିଛି ଉପରିସ୍ଥ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ସେମାନଙ୍କୁ କ୍ଲିନ୍‌ଚିଟ୍‌ ଦିଆଯିବ ତାହା ଆଗକୁ ଜଣାପଡ଼ିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story