ବିଡ଼ମ୍ବନା: ମନଇଚ୍ଛା ବଦଳାଇଛନ୍ତି ଅଧରପଣା ନୀତି ନିର୍ଘଣ୍ଟ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଅଧିକାର ଅଭିଲେଖ(ରେକର୍ଡ ଅଫ୍ ରାଇଟ୍ସ) ମୁତାବକ ଏକାଦଶୀ ଦିନ ରାଘବ ଦାସ ମଠ ଓ ଓଡ଼ିଆ ମଠ ତରଫରୁ ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଅଧରପଣା ଭୋଗ ହୋଇଥାଏ। ଦ୍ୱାଦଶୀ ଦିନ ନୀଳାଦ୍ରି ବିଜେ ପହଣ୍ତି ପୂର୍ବରୁ ରାଜା ବା ସୁପରିଣ୍ଟେଣ୍ଡେଣ୍ଟଙ୍କ ତରଫରୁ ଅଧରପଣା ଭୋଗ ହୁଏ। କିନ୍ତୁ ଅନେକ ବର୍ଷ ହେଲା କେବଳ ଦ୍ୱାଦଶୀ ଦିନ ମଧ୍ୟାହ୍ନ ଧୂପ ପରେ ଅଧରପଣା ଭୋଗ କରାଯାଉଛି। ଦ୍ୱାଦଶୀ ଦିନ ଦିଅଁମାନେ ଶ୍ରୀମନ୍ଦିରକୁ […]

Adarapana-niti

Adarapana-niti

Niranjan Mishra
  • Published: Monday, 11 July 2022
  • Updated: 11 July 2022, 08:26 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଅଧିକାର ଅଭିଲେଖ(ରେକର୍ଡ ଅଫ୍ ରାଇଟ୍ସ) ମୁତାବକ ଏକାଦଶୀ ଦିନ ରାଘବ ଦାସ ମଠ ଓ ଓଡ଼ିଆ ମଠ ତରଫରୁ ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଅଧରପଣା ଭୋଗ ହୋଇଥାଏ। ଦ୍ୱାଦଶୀ ଦିନ ନୀଳାଦ୍ରି ବିଜେ ପହଣ୍ତି ପୂର୍ବରୁ ରାଜା ବା ସୁପରିଣ୍ଟେଣ୍ଡେଣ୍ଟଙ୍କ ତରଫରୁ ଅଧରପଣା ଭୋଗ ହୁଏ। କିନ୍ତୁ ଅନେକ ବର୍ଷ ହେଲା କେବଳ ଦ୍ୱାଦଶୀ ଦିନ ମଧ୍ୟାହ୍ନ ଧୂପ ପରେ ଅଧରପଣା ଭୋଗ କରାଯାଉଛି। ଦ୍ୱାଦଶୀ ଦିନ ଦିଅଁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରୁନାହାନ୍ତି। ଦ୍ୱାଦଶୀଦିନ ଅଧରପଣା ଭୋଗ ପରେ ତ୍ରୟୋଦଶୀ ଦିନ ନୀଳାଦ୍ରିବିଜେ ହେଉଅଛି। ମନଇଛା ବଦଳାଇ ଦିଆଯାଇଛି ଅଧରପଣା ନୀତି ନିର୍ଘଣ୍ଟ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୧୯୮୭ ମସିହାରେ ଅଧରପଣା ନୀତି ଦୁଇଦିନରେ ହୋଇଥିଲା। ଅପରିହାର୍ଯ୍ୟ କାରଣରୁ ପ୍ରଥମ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓ ଦ୍ୱିତୀୟଦିନ(ଅର୍ଥାତ୍ ତ୍ରୟୋଦଶୀ ଦିନ) ଦୁଇ ମଠ ତରଫରୁ ଅଧରପଣା ଭୋଗ କରାଯାଇଥିଲା। ଫଳରେ ତ୍ରୟୋଦଶୀ ଦିନ ନୀଳାଦ୍ରି ବିଜେ ହୋଇ ନ ପାରି ଚତୁର୍ଦ୍ଦଶୀ ଦିନ ନୀଳାଦ୍ରି ବିଜେ ହୋଇଥିଲା।

ତେବେ ପରମ୍ପରା ଅନୁସାରେ ନବକଳେବର ରଥଯାତ୍ରାର ତ୍ରୟୋଦଶୀ ପରଦିନ ଚତୁର୍ଦ୍ଦଶୀରେ ନୀଳାଦ୍ରି ବିଜେ କରାଯାଉଛି। ଏଥିସହ ଅଧରପଣା ଓ ଗରୁଡ଼ ଶୟନ ନୀତି ଦ୍ୱାଦଶୀରେ ପାଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story