ଦୁଇ ଆଇଏଏସଙ୍କୁ ବିଏମସି ଓ ଖୋର୍ଦ୍ଧାରେ କୋଭିଡ୍ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଦୁଇଜଣ ଆଇଏଏସ୍ ପାରୁଲ ପଟ୍ଟୱାରୀ ଓ ବିଶାଳ ସିଂଙ୍କୁ ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲାର କୋଭିଡ୍ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏହି ଦୁଇ ଆଇଏଏସ ଅଫିସରଙ୍କୁ ରାଜ୍ୟ ସରକାର ଗତ ମେ’ ମାସରେ ଗଞ୍ଜାମ ଜିଲ୍ଲାର କୋଭିଡ୍ ପରିଚାଳନା ଦାୟିତ୍ୱରେ ନିୟୋଜିତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲା ପ୍ରଶାସନକୁ କରୋନା ସଂକ୍ରମଣ […]

corona-3.6

corona-3.6

Tapas Behera
  • Published: Tuesday, 01 September 2020
  • Updated: 01 September 2020, 10:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଦୁଇଜଣ ଆଇଏଏସ୍ ପାରୁଲ ପଟ୍ଟୱାରୀ ଓ ବିଶାଳ ସିଂଙ୍କୁ ଭୁବନେଶ୍ୱର ମହାନଗର ନିଗମ ଓ ଖୋର୍ଦ୍ଧା ଜିଲ୍ଲାର କୋଭିଡ୍ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏହି ଦୁଇ ଆଇଏଏସ ଅଫିସରଙ୍କୁ ରାଜ୍ୟ ସରକାର ଗତ ମେ’ ମାସରେ ଗଞ୍ଜାମ ଜିଲ୍ଲାର କୋଭିଡ୍ ପରିଚାଳନା ଦାୟିତ୍ୱରେ ନିୟୋଜିତ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲା ପ୍ରଶାସନକୁ କରୋନା ସଂକ୍ରମଣ ମାମଲାକୁ ହ୍ରାସ କରିବାରେ ଏହି ଦୁଇ ଯୁବ ଆଇଏଏସ ଅଫିସରଙ୍କ ଉଲ୍ଲେଖନୀୟ ଅବଦାନ ରହିଛି, ଯାହାକି ପ୍ରଶଂସନୀୟ। ସେମାନେ ନିଜର ପରବର୍ତ୍ତୀ ଦାୟିତ୍ୱରେ ମଧ୍ୟ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story