ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟଙ୍କ ଅସନ୍ତୋଷ

କଟକ (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦେଇପାରିଲାନି କ୍ରାଇମବ୍ରାଞ୍ଚ। ଷ୍ଟାଟସ ରିପୋର୍ଟ ଦେଇନପାରିବାରୁ ଅସନ୍ତୋଷ ପ୍ରକାଶ କଲେ କୋର୍ଟ। ୧୧ ତାରିଖ ସୁଦ୍ଧା ଅପ୍‌ଡେଟ୍‌ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୧ ତାରିଖରେ କରିବାକୁ ଧାର୍ଯ୍ୟ ହୋଇଛି। ଆଦିତ୍ୟ ଦାଶ ମୃତ୍ୟୁ ମାମଲା ସିବିଆଇ ତଦନ୍ତ କରିବା ଦାବିରେ ହାଇକୋର୍ଟ ଯାଇଛନ୍ତି ପରିବାର। ଜୁଲାଇ […]

aditya-dash-2

aditya-dash-2

Manoranjan Sial
  • Published: Wednesday, 04 November 2020
  • Updated: 04 November 2020, 04:06 PM IST

କଟକ (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦେଇପାରିଲାନି କ୍ରାଇମବ୍ରାଞ୍ଚ। ଷ୍ଟାଟସ ରିପୋର୍ଟ ଦେଇନପାରିବାରୁ ଅସନ୍ତୋଷ ପ୍ରକାଶ କଲେ କୋର୍ଟ। ୧୧ ତାରିଖ ସୁଦ୍ଧା ଅପ୍‌ଡେଟ୍‌ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୧ ତାରିଖରେ କରିବାକୁ ଧାର୍ଯ୍ୟ ହୋଇଛି। ଆଦିତ୍ୟ ଦାଶ ମୃତ୍ୟୁ ମାମଲା ସିବିଆଇ ତଦନ୍ତ କରିବା ଦାବିରେ ହାଇକୋର୍ଟ ଯାଇଛନ୍ତି ପରିବାର।

ଜୁଲାଇ ୭ ତାରିଖ ସକାଳେ ଆଦିତ୍ୟ ଦାଶଙ୍କ ମୃତଦେହ ରେଳ ଧାରଣାରୁ ମିଳିଥିଲା। ଏହା ପରେ ଆର୍‌ପିଏଫ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଥିଲା। ତେବେ ମାନବପ୍ରେମିଙ୍କ ସଙ୍ଗଠନର କାର୍ଯ୍ୟକର୍ତ୍ତା ଏହାକୁ ସହଜରେ ଗ୍ରହଣ କରିପାରୁନଥିଲେ। ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଦିତ୍ୟଙ୍କ ସାଙ୍ଗ ପପୁ, ବିକାଶ, ପତ୍ନୀ ବିଦ୍ୟାଶ୍ରୀ, ବିଦ୍ୟାଶ୍ରୀଙ୍କ ପରିବାର ଓ ଭଡ଼ା ଘର ମାଲିକଙ୍କୁ ଜେରା କରିଥିଲା ପୁଲିସ। ମାତ୍ର କୌଣସି ନିଷ୍କର୍ସରେ ପହଞ୍ଚି ପାରୁନଥିଲା।

ଆର୍‌ପିଏଫ୍‌ର ତଦନ୍ତ ପ୍ରକ୍ରିୟାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସନ୍ଦେହ କରିଥିଲେ। ଏହି ମାମଲା କମିଶନରେଟ୍‌ ପୁଲିସ ତଦନ୍ତ କରୁ ବୋଲି ସେ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପତ୍ର ଲେଖିଥିଲେ। ଏହା ପରେ ଡିଜିପି ଅଭୟ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ଏହି ମାମଲାକୁ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story