ଆଦିତ୍ୟ ଯଦି ତୃତୀୟ ସ୍ୱାମୀ, ଆଉ ୨ ଜଣ ଗଲେ କୁଆଡ଼େ : ବିଦ୍ୟାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏଯାଏଁ ଅଭିଯୁକ୍ତ ଧରାପଡ଼ିନାହାନ୍ତି। ବିଭିନ୍ନ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଏକାଧିକ ବ୍ୟକ୍ତିଙ୍କୁ ଏହି ଘଟଣାରେ ଲାଇଡିଟେକ୍ସନ ଟେଷ୍ଟ ମଧ୍ୟ କରିଛି। ସେପଟେ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଶ୍ରୀଙ୍କ ଚରିତ୍ର ସଂହାର କରାଯାଉଥିବା ନିଜେ ବିଦ୍ୟାଶ୍ରୀ ଅଭିଯୋଗ ଆଣିଛନ୍ତି। ଏନେଇ ବିଦ୍ୟାଶ୍ରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ବିଦ୍ୟାଶ୍ରୀ କହିଛନ୍ତି ଯେ, ହତ୍ୟାକାରୀ କିଏ ଧରାପଡ଼ି […]

nmb

nmb

Tapas Behera
  • Published: Saturday, 14 November 2020
  • Updated: 14 November 2020, 03:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏଯାଏଁ ଅଭିଯୁକ୍ତ ଧରାପଡ଼ିନାହାନ୍ତି। ବିଭିନ୍ନ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଏକାଧିକ ବ୍ୟକ୍ତିଙ୍କୁ ଏହି ଘଟଣାରେ ଲାଇଡିଟେକ୍ସନ ଟେଷ୍ଟ ମଧ୍ୟ କରିଛି। ସେପଟେ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ପତ୍ନୀ ବିଦ୍ୟାଶ୍ରୀଙ୍କ ଚରିତ୍ର ସଂହାର କରାଯାଉଥିବା ନିଜେ ବିଦ୍ୟାଶ୍ରୀ ଅଭିଯୋଗ ଆଣିଛନ୍ତି। ଏନେଇ ବିଦ୍ୟାଶ୍ରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ବିଦ୍ୟାଶ୍ରୀ କହିଛନ୍ତି ଯେ, ହତ୍ୟାକାରୀ କିଏ ଧରାପଡ଼ି ନଥିବା ବେଳେ ସୋଶାଲ ମିଡିଆରେ ମୋ ନାମରେ ମିଥ୍ୟା ପୋଷ୍ଠ କରାଯାଉଛି। ଯାହା ମୋତେ ମାନସିକ ଭାବେ ଘୋର ଆଘାତ ଦେଇଛି। ବିଦ୍ୟାଶ୍ରୀ କହିଛନ୍ତି ଯେ, ଆଦିତ୍ୟ କୁଆଡ଼େ ମୋର ତୃତୀୟ ସ୍ୱାମୀ। ମୁଁ ଆଗରୁ ଦୁଇଥର ବିବାହ କରିସାରିଛି।

https://youtu.be/L97-LTli0f0

ତେଣୁ ମୁଁ ଜାଣିବାକୁ ଚାହୁଁଛି ମୋ ସ୍ୱାମୀ ମାନେ କାହାନ୍ତି। ସମ୍ପୃକ୍ତ ବ୍ୟକ୍ତି ଲାଇଭରେ ଆସି ବିଭିନ୍ନ ପ୍ରକାର କଥା କହିଥିଲେ ବୋଲି ବିଦ୍ୟାଶ୍ରୀ କହିଛନ୍ତି। ସେ ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତି କରିଥିଲେ । କେସକୁ  ଡାଇଭର୍ଟ କରିଥିଲେ।  ଯେଉଁଥିପାଇଁ ମୁଁ କୋର୍ଟ ଯାଇଥିଲି। ଏଥିପାଇଁ ସେ ଆଗୁଆ ଜାମିନ ନେଇଥିଲେ ଏବଂ ଆଉ କେବେ ଆଦିତ୍ୟ ଓ ତାଙ୍କୁ ନେଇ ଏମିତି କହିବେନି ବୋଲି କହିଥିଲେ। ହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି ବୋଲି ବିଦ୍ୟାଶ୍ରୀ କହିଛନ୍ତି। ପୁନର୍ବାର ସେ ମୋ ନାମରେ ମିଥ୍ୟା ତଥ୍ୟ ସବୁ  ଜନସାଧାରଣଙ୍କ ସାମ୍ନାକୁ ଆଣିଛନ୍ତି ବୋଲି କହିଛନ୍ତି।

ଏମିତିକି  ବିଦ୍ୟାଶ୍ରୀ ଆଦିତ୍ୟଙ୍କୁ ମର୍ଡ଼ର କରିଥିବା କହୁଛନ୍ତି। ତେବେ ସେ କେଉଁ ତଥ୍ୟ ଆଧାରରେ କହୁଛନ୍ତି ସେ ପ୍ରମାଣ କରନ୍ତୁ ବୋଲି ବିଦ୍ୟାଶ୍ରୀ କହିଛନ୍ତି। ମୋ ନାମରେ ଯାବତୀୟ ମିଛ କହି ମୋତେ ବଦନାମ କରାଯାଉଛି ବୋଲି ବିଦ୍ୟାଶ୍ରୀ ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story