ଶେଷରେ ପଦ୍ମଶ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲା ପ୍ରଶାସନ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ସହଯୋଗର ହାତ ବଢ଼ାଇଲା କେନ୍ଦୁଝର ପ୍ରଶାସନ। ବଂଶପାଳ ବ୍ଲକ୍ ତଳ ବୈତରାଣୀ ଗାଁର ଜଳ ପୁରୁଷ ପଦ୍ମଶ୍ରୀ ଦୈତାରୀ ନାୟକଙ୍କ ଦୁଃଖ ଦୁର୍ଦ୍ଦଶାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ପରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ। ପାହାଡ଼ କାଟି ଚାଷ ଜମିକୁ ପାଣି ପହଞ୍ଚାଇଥିବା ଜଳପୁରୁଷ ପଦ୍ମଶ୍ରୀ ଦୈତାରୀ ନାୟକ ଏବେବି ଭଙ୍ଗା କୁଡ଼ିଆରେ ରହୁଛନ୍ତି। ସରକାରୀ ଯୋଜନାରେ ପାଇଥିବା ଇନ୍ଦିରା ଆବାସ ଘର ଏବେ ଅଧାପନ୍ତରିଆ ହୋଇ […]

60

60

Tapas Behera
  • Published: Sunday, 07 July 2019
  • Updated: 07 July 2019, 06:57 PM IST

Sports

Latest News

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ସହଯୋଗର ହାତ ବଢ଼ାଇଲା କେନ୍ଦୁଝର ପ୍ରଶାସନ। ବଂଶପାଳ ବ୍ଲକ୍ ତଳ ବୈତରାଣୀ ଗାଁର ଜଳ ପୁରୁଷ ପଦ୍ମଶ୍ରୀ ଦୈତାରୀ ନାୟକଙ୍କ ଦୁଃଖ ଦୁର୍ଦ୍ଦଶାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ପରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ।

ପାହାଡ଼ କାଟି ଚାଷ ଜମିକୁ ପାଣି ପହଞ୍ଚାଇଥିବା ଜଳପୁରୁଷ ପଦ୍ମଶ୍ରୀ ଦୈତାରୀ ନାୟକ ଏବେବି ଭଙ୍ଗା କୁଡ଼ିଆରେ ରହୁଛନ୍ତି। ସରକାରୀ ଯୋଜନାରେ ପାଇଥିବା ଇନ୍ଦିରା ଆବାସ ଘର ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି।  ଦୈତାରୀଙ୍କ କରତ କଟା ନାଳ ଏବେବି ଅବହେଳିତ ହୋଇ ପଡ଼ିଥିବା ଦୈତାରୀ କହିଛନ୍ତି।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ବିଜେପିର ଏକ ଟିମ୍‌ ମଧ୍ୟ ଦୈତାରୀଙ୍କ ଘରକୁ ଯାଇ ସ୍ଥିତି ପରଖିଛି। ଦୈତାରୀଙ୍କ ଅସମ୍ପୂର୍ଣ୍ଣ ଘରର କାମ ଖୁବ୍‌ଶୀଘ୍ର ଶେଷ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବଂଶପାଳ ବ୍ଲକ ସହକାରୀ ଯନ୍ତ୍ରୀ।

କେନ୍ଦୁଝର ଜିଲ୍ଲା ବାଂଶପାଳ ତଳବୈତରଣୀ ଗାଁର ଦୈତାରୀ ନାଏକ। ୨୦୧୯ରେ ପାହାଡ କାଟି ଝରଣା ପାଣିକୁ ନିଜ ଗାଁକୁ ଆଣି ଚାଷ କାମରେ ଲଗାଇ ସମସ୍ତଙ୍କ ଉଦାହରଣ ସାଜିଥିଲେ ଦୈତାରୀ। ଏଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ଝରଣାରେ ପାଣି ସୁଅ କମି ଯାଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଛି। ଗାଁରେ ଫସଲ ହେଉନଥିବା ବେଳେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ମିଳିଥିବା ସତ୍ତ୍ୱେ କିଛି ସୁଫଳ ମିଳିନାହିଁ। ଅନ୍ୟପକ୍ଷରେ ପଦ୍ମଶ୍ରୀ ସମ୍ମାନ ପାଇବା ପରେ ଦୈତାରୀଙ୍କୁ ଆଉ ଦିନ ମଜୁରିଆ କାମ ମଧ୍ୟ ମିଳୁନାହିଁ। କାମ ନ ମିଳିବାରୁ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ସେଥିପାଇଁ ଦୈତାରୀ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ଇଚ୍ଛା ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story