ବିଶ୍ୱାସ ନାଁରେ ବିଷ ବେପାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଶ୍ୱାସ ନାଁରେ ବିଷ ବେପାରର ରାକେଟ୍ । କଟକ ପରେ ଭୁବନେଶ୍ୱରରେ ନକଲି ମାଲ ଜାଲ୍‌।  ସୁନ୍ଦରପଦାର କୈବଲ୍ୟ ନଗରରେ ଠାବ ହୋଇଛି ନକଲି ଘିଅ ତିଆରି କାରଖାନା। ଲୋଗୋ ଅସଲି, କିନ୍ତୁ ମାଲ୍ ପୁରାପୁରି ଭେଜାଲ୍ । ଏୟାରଫିଲ୍ଡ ଥାନାରୁ ମାତ୍ର ଅଳ୍ପ ଦୂରରେ ଲୁଚାଛପାରେ ଚାଲିଥିଲା ବେପାର । ବାଲାଜୀ ଏବଂ ଦୁର୍ଗା ଘିଅ ବ୍ରାଣ୍ଡର ଲେବଲ୍ ସହ ଶୁଦ୍ଧ ଘିଅର ଲେଖାମାରି ଖାଉଟୀଙ୍କ ଆଖିରେ ଧୂଳିଦେଇ ବେଆଇନ କାରବାର ଚଳାଇଥିଲା […]

jnb

jnb

Tapas Behera
  • Published: Tuesday, 12 January 2021
  • Updated: 12 January 2021, 09:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବିଶ୍ୱାସ ନାଁରେ ବିଷ ବେପାରର ରାକେଟ୍ । କଟକ ପରେ ଭୁବନେଶ୍ୱରରେ ନକଲି ମାଲ ଜାଲ୍‌।  ସୁନ୍ଦରପଦାର କୈବଲ୍ୟ ନଗରରେ ଠାବ ହୋଇଛି ନକଲି ଘିଅ ତିଆରି କାରଖାନା। ଲୋଗୋ ଅସଲି, କିନ୍ତୁ ମାଲ୍ ପୁରାପୁରି ଭେଜାଲ୍ । ଏୟାରଫିଲ୍ଡ ଥାନାରୁ ମାତ୍ର ଅଳ୍ପ ଦୂରରେ ଲୁଚାଛପାରେ ଚାଲିଥିଲା ବେପାର । ବାଲାଜୀ ଏବଂ ଦୁର୍ଗା ଘିଅ ବ୍ରାଣ୍ଡର ଲେବଲ୍ ସହ ଶୁଦ୍ଧ ଘିଅର ଲେଖାମାରି ଖାଉଟୀଙ୍କ ଆଖିରେ ଧୂଳିଦେଇ ବେଆଇନ କାରବାର ଚଳାଇଥିଲା । ପାମୋଲିନ୍ ତେଲ, ବନସ୍ପତି, କୁକୁମ ମଞ୍ଜିର ମିଶ୍ରଣ କରି ତିଆରି ଚାଲିଥିଲା ନକଲି ଘିଅ । ରଙ୍ଗ, ସ୍ୱାଦ ଆଉ ବାସ୍ନା ପାଇଁ ବ୍ୟବହାର କରୁଥିଲା ରସାୟନିକ ଦ୍ରବ୍ୟ ।

ଆଉ ତାପରେ ପୂଜା ଘିଅ ନାଁରେ ମାର୍କେଟ୍‌କୁ ଛାଡ଼ି ଅଭିମନ୍ୟୁ ହେଉଥିଲା ମାଲାମାଲ୍ । ଶେଷରେ ପୁଲିସ ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ହାତରେ ଧରାପଡ଼ିଛି ଏହି ବିଷ ବେପାରୀ। ଦିନେ ନକଲି ଔଷଧ ପାଇଁ ଅପଯଶ ଅର୍ଜନ କରିଥିବା ପଶ୍ଚିମ ଓଡ଼ିଶାର ଅନ୍ୟତମ ବାଣିଜ୍ୟ କେନ୍ଦ୍ର କଣ୍ଟାବାଞ୍ଜି ଏବେ ପୁଣି ଚର୍ଚ୍ଚାରେ। ଖାଦ୍ୟ ସାମଗ୍ରୀ ଅପମିଶ୍ରଣର ପୁଣି ଥରେ ହୋଇଛି ଖୁଲାସା ।

ଚଟୁଅନକା ନିକଟ ଲକ୍ଷ୍ମୀ ସେଲ୍ସ ତେଲ କାରଖାନାରେ ବିଭିନ୍ନ ବ୍ରାଣ୍ଡ ନାଁରେ ରିପ୍ୟାକିଂ କରି ବିକ୍ରି ହେଉଥିଲା ଖାଇବା ତେଲ।  ସଂଜୟ ଅଗ୍ରୱାଲଙ୍କ ବାବା ସେଲ୍ସ ଓ ଭାରତ ସେଲ୍ସ ଗୋଦାମରେ ବି ଠାବ ହୋଇଥିଲା ହଜାର ହଜାର ନକଲି ତେଲ ଟିଣ । ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏଭଳି ଏକାଧିକ କାରଖାନାରେ ଚଢଉ କରି ମାଲିକଙ୍କୁ ଜୋରିମାନା ସହ ମାମଲା ରୁଜୁ କରିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story