୧୩ ମାସ ପରେ ବିକେ ଶର୍ମାଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ଡିଜିପି ତଥା ୧୯୮୬ ବ୍ୟାଚ ଆଇପିଏସ୍ ବିକେ ଶର୍ମାଙ୍କୁ ପ୍ରାୟ ୧୩ ମାସ ପରେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କୁ ପ୍ରିଣ୍ଟି ଷ୍ଟେସନାରୀ ଆଣ୍ଡ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ଆଜି ଅବସ୍ଥାପିତ କରାଯାଇଛି। ୨୦୧୯ ନଭେମ୍ବର ୨୦ତାରିଖରେ ତାଙ୍କୁ ରାଜ୍ୟ ପୁଲିସ ଡିଜି ପଦରୁ ନାଟକୀୟ ଢଙ୍ଗରେ ହଟା ଯାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ବିନା କାର୍ଯ୍ୟରେ ଘରେ ରହି ଦରମା ପାଉଥିଲେ। […]

bk-sharma

bk-sharma

Manoranjan Sial
  • Published: Friday, 08 January 2021
  • Updated: 08 January 2021, 09:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ଡିଜିପି ତଥା ୧୯୮୬ ବ୍ୟାଚ ଆଇପିଏସ୍ ବିକେ ଶର୍ମାଙ୍କୁ ପ୍ରାୟ ୧୩ ମାସ ପରେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ତାଙ୍କୁ ପ୍ରିଣ୍ଟି ଷ୍ଟେସନାରୀ ଆଣ୍ଡ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ଆଜି ଅବସ୍ଥାପିତ କରାଯାଇଛି। ୨୦୧୯ ନଭେମ୍ବର ୨୦ତାରିଖରେ ତାଙ୍କୁ ରାଜ୍ୟ ପୁଲିସ ଡିଜି ପଦରୁ ନାଟକୀୟ ଢଙ୍ଗରେ ହଟା ଯାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ବିନା କାର୍ଯ୍ୟରେ ଘରେ ରହି ଦରମା ପାଉଥିଲେ।

ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଫେରିଥିବା ୨୦୦୩ ବ୍ୟାଚ୍ ଆଇପିଏସ ହିମାଂଶୁ ଲାଲ ଦୀର୍ଘ ୩ମାସ ଧରି ଅପେକ୍ଷା କରିବା ପରେ ଆଜି ତାଙ୍କୁ ଜେଲ୍ ଓ କରେକ୍ସନାଲ ସର୍ଭିସ୍ ବିଭାଗର ଆଇଜି ଭାବେ ନିଯୁକ୍ତି ମିଳିଛି। ଗତ ସପ୍ତାହରେ ସେ ଡିଆଇଜିରୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିଲେ।

ସୂଚନାଯୋଗ୍ୟ, ଅଗ୍ନିଶମ ବାହିନୀରେ ଦୁର୍ନୀତିର ଅଭିଯୋଗ ଆଣି ଶ୍ରୀ ଶର୍ମାଙ୍କୁ ଡିଜିପି ପଦରୁ ହଟାଇ ଦିଆଯାଇଥିଲା। ଏହି ଦୁର୍ନୀତିର ତଦନ୍ତ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଥିଲା। କିନ୍ତୁ ତାଙ୍କ ବିରୁଦ୍ଧରେ ସେଭଳି କୌଣସି ଆଖିଦୃଶିଆ ପ୍ରମାଣ ନମିଳିବାପରେ ସରକାର ତାଙ୍କୁ ବାଧ୍ୟ ହୋଇ ନିଯୁକ୍ତି ଦେଇଥିବା ଗୃହ ବିଭାଗ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story