ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ବସ୍, ନିଆଁ ଲଗାଇ ଦେଲେ ଲୋକେ

ବାରିପଦା(ଓଡ଼ିଶା ରିପୋର୍ଟର): ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତା ଉପରେ ବସ୍‌କୁ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ। ସେପଟେ ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଦେଇ ଯାଇଥିବା ଜାତୀୟ ରାଜପଥ ୧୮ରେ ଏହି ଦୁର୍ଘଟଣା ଘଟିଛି। ତେବେ ଉତ୍ତ୍ୟକ୍ତ ଲୋକେ ଜାଳି ଦେଇଥିବା ବସ୍‌ରେ […]

bus

bus

Niranjan Mishra
  • Published: Sunday, 01 January 2023
  • Updated: 01 January 2023, 05:11 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର): ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତା ଉପରେ ବସ୍‌କୁ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ। ସେପଟେ ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଦେଇ ଯାଇଥିବା ଜାତୀୟ ରାଜପଥ ୧୮ରେ ଏହି ଦୁର୍ଘଟଣା ଘଟିଛି। ତେବେ ଉତ୍ତ୍ୟକ୍ତ ଲୋକେ ଜାଳି ଦେଇଥିବା ବସ୍‌ରେ କୌଣସି ଯାତ୍ରୀ ନ ଥିଲେ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଛି। ଗୁରୁତର ଜଣକ ବାରିପଦା କୁଚେଇ ଅଞ୍ଚଳର ବୋଲି ସୂଚନା ମିଳିଛି।

ଖବର ମୁତାବକ, ବାରିପଦା ତେଲଖୋ ଛକ ଜୁବୁଲି ପେଟ୍ରୋଲ ପମ୍ପ ସାମ୍ନାରେ ବାଇକ ଚାଳକକୁ ପଛ ପିଟି ଦେଇଥିଲା ରଞ୍ଜିତା ନାମକ ଏକ ଘରୋଇ ବସ୍। ବାରିପଦା ସହର ମଧ୍ୟକୁ ଯିବାକୁ ବାଇକ ଚାଳକ ଜଣକ ଠିଆ ହୋଇଥିବା ବେଳେ ପଛ ପଟୁ ପିଟିଥିଲା ରଞ୍ଜିତା ବସ। ତତ୍‌କ୍ଷଣାତ ବସ୍‌ ଡ୍ରାଇଭର ଫେରାର ହୋଇଯାଇଥିଲା। ଏହା ଜାଣିବା ପରେ ଆହତଙ୍କ ସମ୍ପର୍କିୟ ଲୋକେ ପହଞ୍ଚି ଏହି ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ତେଣୁ ରାସ୍ତା ଉପରେ ବସ୍‌ଟି ହୁତ୍‌ ହୁତ୍‌ ହୋଇ ଜଳି ଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୁଲିସ୍ ଫୋର୍ସ ପହଞ୍ଚିଥିଲା। ବାରିପଦା ଟାଉନ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବାରିପଦା ଅଗ୍ନିଶମ ବାହିନୀର ୩ ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଛି। ହେଲେ ବସ୍‌ଟି ପୋଡ଼ି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story