ପୁଲିସ୍‌ ଉପରକୁ ଗୁଳି ଚଳାଇ ଗିରଫ ହେଲେ ୨ ପିଏଲଏଫଆଇ ସଦସ୍ୟ

ସୁନ୍ଦରଗଡ଼(ବିଜୟ ବରୁଆ): ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ରାଇବାଗା ଥାନା କଦୋବାହାଲ ଗାଁରେ ମୁହାଁମୁହିଁ ହୋଇଥିଲେ ପୁଲିସ୍‌ ଓ ପିଏଲଏଫ୍ଆଇ ସଦସ୍ୟ। ଦୁଇ ପିଏଲଏଫଆଇ (People’s Lebaration Front Of India) ସଦସ୍ୟ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲେ । ପୁଲିସ୍‌ ପାଲଟା ଗୁଳି ଚଳାଇବା ସହ  ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ୍‌  ୭ଟି ପିସ୍ତଲ , ଦୁଇଟି ଗୁଳି ସମେତ ନଗଦ ୪ ଲକ୍ଷ ୮୧ ହଜାର ଟଙ୍କା ଜବତ କରିଛି । ପୂର୍ବ […]

sundargda-1

sundargda-1

Niharika Rout
  • Published: Friday, 18 September 2020
  • Updated: 18 September 2020, 02:32 PM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆ): ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ରାଇବାଗା ଥାନା କଦୋବାହାଲ ଗାଁରେ ମୁହାଁମୁହିଁ ହୋଇଥିଲେ ପୁଲିସ୍‌ ଓ ପିଏଲଏଫ୍ଆଇ ସଦସ୍ୟ। ଦୁଇ ପିଏଲଏଫଆଇ (People’s Lebaration Front Of India) ସଦସ୍ୟ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲେ । ପୁଲିସ୍‌ ପାଲଟା ଗୁଳି ଚଳାଇବା ସହ  ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ୍‌  ୭ଟି ପିସ୍ତଲ , ଦୁଇଟି ଗୁଳି ସମେତ ନଗଦ ୪ ଲକ୍ଷ ୮୧ ହଜାର ଟଙ୍କା ଜବତ କରିଛି ।

ପୂର୍ବ ସୂଚନା ଅନୁଯାୟୀ, ଗତକାଲି ରାତିରେ କଦୋବାହାଲ ଗାଁରେ ଚଢାଉ ବେଳେ ଦୁଇ ପିଏଲଏଫଆଇ ସଦସ୍ୟ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପୋଲିସ ପାଲଟା ଗୁଳି ଚଳାଇବା ସହ ରାଜୁ କିଣ୍ଡୋ ଓ ସାନାମାନୁ ସାହ ନାମକ ଦୁଇ ପିଏଲଏଫ୍ଆଇ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଲକ୍ଷାଧୀକ ଟଙ୍କା ଜବତ କରିଛି।

ରାଜୁ କିଣ୍ଡା ନାମରେ ରାଇବାଗା ଥାନାରେ, ହତ୍ୟା , ଅପହରଣ, ଚାନ୍ଦା ଆଦାୟ ଓ ଡକାୟତି ଭଳି ୬ଟି ମାମଲା ରହିଥିବା ପୁଲିସ୍‌ ସୂଚନା ଦେଇଛି । ଦୀର୍ଘ ଦିନରୁ ଏହି ଦୁଇ ସଦସ୍ୟ  ପୁଲିସ୍‌କୁ ଚକମା ଦେଇ ଖସିଯାଉଥିଲେ । ତେବେ ସୁନ୍ଦରଗଡ଼ ପୁଲିସ୍‌ ସ୍ୱତନ୍ତ୍ର ସ୍କ୍ୱାର୍ଡ କରି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story