ବିନା କଟନି ଛଟନିରେ ଉଠୁନି ଧାନ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫ ଋତୁରେ ଧାନକିଣା ସମସ୍ୟା ସୁଧୁରୁ ନାହିଁ। ବର୍ଷ ଆରମ୍ଭରୁ ବିନା କଟନି ଛଟନିରେ ଧାନ କିଣା ଯିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ବି ଏଠାରେ ତାହା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଛି। ବିନା କଟନିରେ ଧାନ ନେବାକୁ ମିଲର ଅମଙ୍ଗ ହେଉଛନ୍ତି। ଯେଉଁଠି ଚାଷୀ କଟନି ଦେଉଛି ସେଇ ମଣ୍ଡିରୁ ଧାନ ଉଠୁଛି । ନହେଲେ ଶୀତ ଓ କାକର ରାତିରେ ପଡି ରହିଥିଲେ ବି ମିଲରର […]

sonpur

sonpur

Jyoshna Pradhan
  • Published: Saturday, 28 December 2019
  • Updated: 28 December 2019, 02:04 PM IST

Sports

Latest News

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫ ଋତୁରେ ଧାନକିଣା ସମସ୍ୟା ସୁଧୁରୁ ନାହିଁ। ବର୍ଷ ଆରମ୍ଭରୁ ବିନା କଟନି ଛଟନିରେ ଧାନ କିଣା ଯିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ବି ଏଠାରେ ତାହା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହୋଇଛି। ବିନା କଟନିରେ ଧାନ ନେବାକୁ ମିଲର ଅମଙ୍ଗ ହେଉଛନ୍ତି। ଯେଉଁଠି ଚାଷୀ କଟନି ଦେଉଛି ସେଇ ମଣ୍ଡିରୁ ଧାନ ଉଠୁଛି । ନହେଲେ ଶୀତ ଓ କାକର ରାତିରେ ପଡି ରହିଥିଲେ ବି ମିଲରର ଦେଖା ମିଳୁନାହିଁ।

ଜିଲ୍ଲାର ଉଫୁଲା ପ୍ୟାକ୍ସର ଚାଷୀ କଟନି ଛଟନିରେ ଅରାଜି ହେବାରୁ ଆଜିକୁ ୪ଦିନ ହେଲା ସେମାନଙ୍କ ଧାନ ଉଠି ପାରିନାହିଁ। ମିଲର ଆସୁ ନଥିବାରୁ ବର୍ଷା ଓ ଶୀତ କାକର ଭିତରେ ଚାଷୀ ତାର ଧାନକୁ ଜଗି ବସିଛି। ପାଖିପାଖି ୪ ହଜାର ପ୍ୟାକେଟ ଧାନ ପ୍ୟାକ୍ସରେ ପଡି ରହିଥିଲେ ବି ପ୍ରଶାସନ ନିରବ ହୋଇ ରହିଛି। ଏନେଇ ଚାଷୀମାନେ ପ୍ରଶାସନକୁ ଜଣାଇଥିଲେ ବି ଫଳ କିଛି ମିଳୁ ନ ଥିବା ଅଭିଯୋଗ ହୋଇଛି।

ଏନେଇ ଜଣେ ଚାଷୀ କହିଛନ୍ତି,“ ଏହି ଉଫୁଲା ପ୍ୟାକ୍ସରେ ପାଖାପାଖି ୩୫ଶହରୁ ୪ ହଜାର ଧାନ ପ୍ୟାକେଟ୍‌ ପଡ଼ି ରହିଛି। ଏଥିସହ ଚାଷୀ ଶୀତ କାକରରେ ବସି ରହିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା  ପ୍ୟାକ୍ସ, ଯୋଗାଣ ବିଭାଗ ଓ ମିଲରଙ୍କ ଭିତିରିଆ ରହସ୍ୟ ଯୋଗୁ ଚାଷୀ ଅପଦସ୍ତ ହେବାକୁ ବାଧ୍ୟ ହେଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story