ପେଷା ବଦଳାଇଦେଲା ଲକଡାଉନ୍: ଶିକ୍ଷୟିତ୍ରୀଙ୍କ ମୁଣ୍ଡରେ ମାଟି ଝୁଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷ ବର୍ଷର ପୁରୁଣା ପେଷାକୁ ବଦଳାଇଦେଲା ଲକଡାଉନ। ମାସ ଦିଇଟା ଭିତରେ ବଦଳି ଗଲା ପରିଚୟ। କିଏ ପୂଜକରୁ ଫଳ ବେପାରୀ, ତ ଆଉ କିଏ ଶିକ୍ଷୟିତ୍ରୀରୁ ଦିନ ମଜୁରିଆ ପାଲଟି ଯାଇଛି। ଲକ୍‌ଡାଉନ୍‌ରେ ଏହି ଲମ୍ବା ଅବଧି ଏମିତି ଅନେକ ଲୋକଙ୍କ ପୁରୁଣା ବୃତ୍ତିରେ ପୂର୍ଣ୍ଣଚ୍ଛେଦ ଟାଣିଥିବା ବେଳେ ଆଉ କିଛି ଲୋକଙ୍କ ଜୀବନ-ଜୀବିକାକୁ ଅଧିକ ଯନ୍ତ୍ରଣାଦାୟକ ଓ ଦୁର୍ବିସହ କରି ଦେଇଛି। ରାଜଧାନୀ ଭୁବନେଶ୍ୱର ପଟିଆ ଛକରେ ସ୍ପେୟାର ପାର୍ଟସ ଦୋକାନ […]

bolangir

bolangir

Manoranjan Sial
  • Published: Wednesday, 13 May 2020
  • Updated: 13 May 2020, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଷ ବର୍ଷର ପୁରୁଣା ପେଷାକୁ ବଦଳାଇଦେଲା ଲକଡାଉନ। ମାସ ଦିଇଟା ଭିତରେ ବଦଳି ଗଲା ପରିଚୟ। କିଏ ପୂଜକରୁ ଫଳ ବେପାରୀ, ତ ଆଉ କିଏ ଶିକ୍ଷୟିତ୍ରୀରୁ ଦିନ ମଜୁରିଆ ପାଲଟି ଯାଇଛି। ଲକ୍‌ଡାଉନ୍‌ରେ ଏହି ଲମ୍ବା ଅବଧି ଏମିତି ଅନେକ ଲୋକଙ୍କ ପୁରୁଣା ବୃତ୍ତିରେ ପୂର୍ଣ୍ଣଚ୍ଛେଦ ଟାଣିଥିବା ବେଳେ ଆଉ କିଛି ଲୋକଙ୍କ ଜୀବନ-ଜୀବିକାକୁ ଅଧିକ ଯନ୍ତ୍ରଣାଦାୟକ ଓ ଦୁର୍ବିସହ କରି ଦେଇଛି।

ରାଜଧାନୀ ଭୁବନେଶ୍ୱର ପଟିଆ ଛକରେ ସ୍ପେୟାର ପାର୍ଟସ ଦୋକାନ କରିଥିଲେ ଭାରତ ବନ୍ଧୁ ବେହେରା। ବେପାର ମଧ୍ୟ ଭଲ ହେଉଥିଲା। ସେଥିରେ ଚଳୁଥିଲା ପୂରା ପରିବାର। ହେଲେ ଏବେ ସେ ସମୟ ନାହିଁ। ଲକଡାଉନ ପାଇଁ ରାଜଧାନୀର ରାଜରାସ୍ତାରେ ଆଉ ଆଗଭଳି ଗଡୁନି ଗାଡ଼ି ମୋଟର। ଫଳରେ ନିଜ ପୁରୁଣା ବ୍ୟବସାୟ ଠପ୍‌ ହୋଇଯିବାରୁ ଆଜି ସେ ରାସ୍ତାକଡ଼ର ପରିବା ବିକୁଛନ୍ତି।

ସେହିପରି ଆଉ ଜଣେ ହେଉଛନ୍ତି ରବୀନ୍ଦ୍ର କୁମାର ଦାଶ। ପୂଜା ପାଠ କରି ପରିବାର ଭରଣ ପୋଷଣ କରନ୍ତି। ହେଲେ କରୋନା ପାଇଁ ପରିସ୍ଥିତି ଏମିତି ହେଲା ଯେ, ନିଜ କୌଳିକ ବୃତ୍ତି ବଦଳିଗଲା। ଏବେ ସବୁ ବନ୍ଦ ହୋଇଯିବାରୁ ରାସ୍ତାକଡ଼ରେ ଫଳ ଦୋକାନ କରିଛନ୍ତି। ସେଥିରୁ ଯାହା ଉପାର୍ଜନ ହେଉଛି ସେଥିରେ କଷ୍ଟମଷ୍ଟରେ ଚଳୁଛନ୍ତି ବୋଲି କହିଛନ୍ତି ରବୀନ୍ଦ୍ର କୁମାର ଦାଶ।

ଲକ୍‌ଡାଉନର ଲମ୍ବା ଅବଧି ଏମିତି ଜଣେ କି ଦୁଇ ଜଣ ନୁହେଁ, ଉଭୟ ଗାଁ ଓ ସହରାଞ୍ଚଳର ଶହ ଶହ ଲୋକଙ୍କ ଜୀବନ-ଜୀବିକାର ମାଧ୍ୟମକୁ ଛଡ଼ାଇ ନେଇଛି। ସେମିତି ଏକ ଦୃଶ୍ୟ ବଲାଙ୍ଗିର ସହର ଉପକଣ୍ଠ ଗନ୍ଧରେଲ ଗାଁରେ ଦେଖିବାକୁ ମିଳିଛି। ଦିନେ ହାତରେ ଖଡ଼ି ଧରି ପିଲାଙ୍କ ଭବିଷ୍ୟତ ଗଢୁଥିବା ଶିକ୍ଷୟିତ୍ରୀ ଗୀତା ନନ୍ଦଙ୍କ ମୁଣ୍ଡରେ ମାଟି ଝୁଡ଼ି। ଘରୋଇ ସ୍କୁଲ ଶିକ୍ଷୟିତ୍ରୀରୁ ଦିନ ମଜୁରିଆକୁ ବଦଳି ଯାଇଛି ତାଙ୍କ ପରିଚୟ। ରୋଗିଣା ପୁଅର ଚିକିତ୍ସା ଲାଗି ହାତରେ ଟଙ୍କା ନଥିବାରୁ MGNRGA ଶ୍ରମିକ ଭାବେ କାମ କରୁଛନ୍ତି ଗୀତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story