ଅସ୍ତ୍ରୋପଚାର ପରେ ମଳଦ୍ୱାରରୁ ବାହାରିଲା ଷ୍ଟିଲ୍‌ ଗ୍ଲାସ୍‌

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଅସ୍ତ୍ରୋପଚାର ପରେ ମଳଦ୍ୱାରରୁ ବାହାରିଲା ଷ୍ଟିଲ୍‌ ଗ୍ଲାସ୍‌। ବୁର୍ଲା ଭୀମସାରର ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଆଜି କରୁଣା ଭୋଇଙ୍କ ଅସ୍ତ୍ରପଚାର କରି ମଳଦ୍ୱାରରୁ ଗ୍ଲାସ୍‌ ବାହାର କରିଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପୂରା ଘଟଣାଟି ଏମିତି। ବୁଧବାର ସନ୍ଧ୍ୟା ବେଳେ ବଲାଙ୍ଗିର ଜିଲ୍ଲା ରାମଚନ୍ଦ୍ରପୁର ଗାଁର କରୁଣାକର ରାସ୍ତା ପାର୍ଶ୍ୱକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ସେଠାରେ ୩ ଜଣ ମଦ୍ୟପ ବସି ମଦ ପିଉଥିଲା। […]

Karunakar

Karunakar

Manoranjan Sial
  • Published: Friday, 17 September 2021
  • Updated: 17 September 2021, 08:59 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଅସ୍ତ୍ରୋପଚାର ପରେ ମଳଦ୍ୱାରରୁ ବାହାରିଲା ଷ୍ଟିଲ୍‌ ଗ୍ଲାସ୍‌। ବୁର୍ଲା ଭୀମସାରର ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଆଜି କରୁଣା ଭୋଇଙ୍କ ଅସ୍ତ୍ରପଚାର କରି ମଳଦ୍ୱାରରୁ ଗ୍ଲାସ୍‌ ବାହାର କରିଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ପୂରା ଘଟଣାଟି ଏମିତି। ବୁଧବାର ସନ୍ଧ୍ୟା ବେଳେ ବଲାଙ୍ଗିର ଜିଲ୍ଲା ରାମଚନ୍ଦ୍ରପୁର ଗାଁର କରୁଣାକର ରାସ୍ତା ପାର୍ଶ୍ୱକୁ ଶୌଚ ପାଇଁ ଯାଇଥିଲେ। ସେହି ସମୟରେ ସେଠାରେ ୩ ଜଣ ମଦ୍ୟପ ବସି ମଦ ପିଉଥିଲା। ମଦ୍ୟପମାନେ ବନ୍ଧୁକ ଦେଖା ଥାଟାମଜା କରିଥିଲେ। ପରେ ମଦ୍ୟପମାନେ ନିଶାସକ୍ତ ଅବସ୍ଥାରେ ୧୯ ବର୍ଷୀୟ କରୁଣା ଭୋଇଙ୍କ ମଳଦ୍ୱାରରେ ଜୋର ଜବରଦସ୍ତ ଷ୍ଟିଲ୍‌ ଗ୍ଲାସ୍‌ ଭର୍ତ୍ତି କରିଦେଇଥିଲେ। ଷ୍ଟିଲ୍‌ ଗ୍ଲାସ୍‌ଟି ମଳଦ୍ୱାର ଭିତରେ ଥିବାରୁ ଯନ୍ତ୍ରଣାରେ ଛଟପଟ ହୋଇ କରୁଣାକର ଘରକୁ ଫେରିଥିଲେ।

ତା’ପର ଦିନ ପରିବାର ଲୋକେ କରୁଣାକରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ର ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ବହୁ ଚେଷ୍ଟା କରିଥିଲେ ମଧ୍ୟ ମଳଦ୍ୱାରରୁ ଗ୍ଲାସ କାଢି ପାରିନଥିଲେ। ଯାହାଫଳରେ ଗୁରୁବାର ମଧ୍ୟାହ୍ନରେ ତାଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ଭୀମସାରର ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଅସ୍ତ୍ରପଚାର କରି କରୁଣାଙ୍କ ମଳଦ୍ୱାରରୁ ଷ୍ଟିଲ ଗ୍ଲାସଟିକୁ ବାହାର କରିଛନ୍ତି। ବର୍ତ୍ତମାନ କରୁଣା ଭୋଇ ସୁସ୍ଥ ଅଛନ୍ତି।

ଅନ୍ୟପକ୍ଷରେ କରୁଣାକର କିମ୍ୱା ତାଙ୍କ ପରିବାର ତରଫରୁ ଥାନାରେ କୌଣସି ଅଭିଯୋଗ ଦାଖଲ କରାଯାଇନାହିଁ। ସେପଟେ ବନ୍ଧପଡା ଥାନା ପୁଲିସ ନିଜ ଆଡୁ ମାମଲା ରୁଜୁ କରି ରାମଚନ୍ଦ୍ରପୁର ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏବେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ପତ୍ତା ପାଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story