ଅନ୍ଧବିଶ୍ୱାସର ଅନ୍ଧଗଳିରେ ଆଦିବାସୀ; ସାଲାଇନ୍‌ ନୁହେଁ, ଭରସା ମନ୍ତୁରା ପାଣି!

ମାଲକାନଗିରି(ଜିତେନ୍ଦ୍ର ବେଉରା):  ଯେଉଁଠି ସବୁ ଠିକ୍‌ ଅଛି କହି ମେଡିକାଲ ଫେରାଇ ଦେଲା, ସେଠାରେ ରୋଗୀକୁ ଧରି ଗୁଣିଆ ଘର ମୁହାଁ ହେଲେ ପରିବାର ଲୋକେ। ମେଡିସିନ, ସାଲାଇନ କାମ ନ ଦେବାରୁ ଜଡ଼ିବୁଟି, ଲିମ୍ବ ଡାଳ ସହ ମନ୍ତୁରା ପାଣି ପକାଇ ଆରମ୍ଭ ହେଲା ଚିକିତ୍ସା। ହେଲେ ରୋଗ ଉପଶମ ହେବା ବଦଳରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ପୁସପାଲ୍ଲୀ ଗ୍ରାମରେ। ଏଠାକାର […]

pic

pic

Niharika Rout
  • Published: Friday, 28 October 2022
  • Updated: 28 October 2022, 01:17 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା):  ଯେଉଁଠି ସବୁ ଠିକ୍‌ ଅଛି କହି ମେଡିକାଲ ଫେରାଇ ଦେଲା, ସେଠାରେ ରୋଗୀକୁ ଧରି ଗୁଣିଆ ଘର ମୁହାଁ ହେଲେ ପରିବାର ଲୋକେ। ମେଡିସିନ, ସାଲାଇନ କାମ ନ ଦେବାରୁ ଜଡ଼ିବୁଟି, ଲିମ୍ବ ଡାଳ ସହ ମନ୍ତୁରା ପାଣି ପକାଇ ଆରମ୍ଭ ହେଲା ଚିକିତ୍ସା। ହେଲେ ରୋଗ ଉପଶମ ହେବା ବଦଳରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ପୁସପାଲ୍ଲୀ ଗ୍ରାମରେ।

ଏଠାକାର ଲୋକଙ୍କର ଚିକିତ୍ସା ବିଜ୍ଞାନ ଉପରେ ଭରସା ପାଉନି। ତେଣୁ ଅନ୍ଧବିଶ୍ୱାସ ଦ୍ୱାରା କବଳିତ ହେଉଛନ୍ତି ନିରୀହ ଆଦିବାସୀ। ଯେଉଁଠି ସବୁ ଠିକ୍‌ ଅଛି କହି ମେଡିକାଲ ଫେରାଇ ଦେଉଛି, ସେଠି ବାଧ୍ୟ ହୋଇ ଗୁଣିଆ ଶରଣ ପଶୁଛନ୍ତି ଆଦିବାସୀ ଲୋକେ।

ପ୍ରାୟ ୧୫ ଦିନ ପୂର୍ବେ ପୁସପାଲ୍ଲୀ ଗ୍ରାମର ଗୋବର୍ଦ୍ଧନ ନାୟକଙ୍କ ୨ ଝିଅଙ୍କର ପେଟ ଯନ୍ତ୍ରଣା ହେବା ସହ ହାତ, ଗୋଡ଼ ଫୁଲିବାରୁ ସେମାନେ ଆଖି ବୁଜି ସାରିଛନ୍ତି। ଏବେ ବଡ଼ ଝିଅ ଯଶୋଦା ମାଡକାମୀଙ୍କର ମଧ୍ୟ ସମାନ ଅବସ୍ଥା। ସେ ବି ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବାରୁ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ସୁସ୍ଥ ଥିବା କହି ସେଠାରୁ ଡାକ୍ତର ଫେରାଇ ଦେଇଥିଲେ।

ହେଲେ ଘରକୁ ଫେରିବା ପରେ ଯନ୍ତ୍ରଣା ଅସହ୍ୟ ହେଲା। ହେଲେ ଏଥର ଆଉ ମେଡିକାଲ ନୁହେଁ, ଏଥର ଗାଁଠାରୁ ୧୦ କିମି ଦୂର ଗୁଣିଆ ଘରକୁ ତାଙ୍କୁ ନେଇଛନ୍ତି ପରିବାର ଲୋକେ। ସେଠାରେ ଯନ୍ତ୍ରଣାରେ କଲବଲ ହେଉଥିବା ବେଳେ ତାଙ୍କୁ ଯନ୍ତ୍ରଣାମୁକ୍ତ କରିବାକୁ ଗୁଣିଆ କରୁଛନ୍ତି ଝଡ଼ାଫୁଙ୍କା। ଝିଅ ଭଲ ହୋଇଯିବ ବୋଲି ବି ଆଶା ବାନ୍ଧିଛନ୍ତି ପରିବାର ଲୋକେ। ହେଲେ ଦିନକୁ ଦିନ ତାଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି।

ପେଟ ଯନ୍ତ୍ରଣାରେ ଛଟପଟ ହେଉଥିବା ଯଶୋଦା କରୁଣ ଚିତ୍କାର କରୁଛନ୍ତି। ପରିବାର ଲୋକେ ପେଟକୁ ଚାପି ଧରିଲେ କିଛି ସମୟ ଆଶ୍ୱସ୍ତି ମିଳୁଛି। ଏହାପରେ ପୁଣି ଯାହାକୁ ତାହା। ମନ୍ତ୍ରପାଠ ସହ ଜଡ଼ିବୁଟି ଓ ଲିମ୍ବ ପତ୍ରରେ ଝାଡ଼ି ରୋଗ ଭଲ କରିବାକୁ ଚେଷ୍ଟା ଚଳାଇଛନ୍ତି ଗୁଣିଆ। ଏହାଦ୍ୱାରା ରୋଗ ଭଲ ହୋଇଯିବ ବୋଲି ବି ସେ ଯୁକ୍ତି ବାଢ଼ିଛନ୍ତି।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, ଗୁଣିଗାରେଡ଼ି ଉପରେ ଭରସା ନ କରି ରୋଗୀଙ୍କୁ ଚିକିତ୍ସାଳୟ ଆଣନ୍ତୁ। ଆମେ ଉତ୍ତମ ଚିକିତ୍ସା ଯୋଗାଇ ଦେବୁ। ଏହାସହ ସଂପୃକ୍ତ ଗାଁକୁ ଡାକ୍ତରୀ ଟିମ୍‌ ପଠାଇ ଆଜି ଯଶୋଦାଙ୍କୁ ମେଡିକାଲ ଅଣାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାରେ ଥମିବାରେ ଲାଗୁନି ଅଜଣା ରୋଗ। ଜିଲ୍ଲାର ସିଲାକୋଟା ଗ୍ରାମରେ ୬ ମାସ ଭିତରେ ଗୋଡ଼ ହାତ ଫୁଲିବା, ପେଟ ବ୍ୟଥା ହେବା ଲକ୍ଷଣରେ ଚାଲିଗଲାଣି ୧୫ ଜୀବନ।ଏବେ ବି ୧୦ରୁ ଅଧିକା ରୋଗୀ ଗାଁରେ ଗୁରୁତର ଅବସ୍ଥାରେ ରହିଛନ୍ତି। ଏପଟେ ଯଶୋଦାକୁ  ଚିକିତ୍ସା କରୁଥିବା ଗୁଣିଆ କିନ୍ତୁ ତାଙ୍କୁ ଭଲ କରିଦେବାର ଯୁକ୍ତି ବାଢ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story