ଓଟିଭି ବିରୋଧରେ ପୁଣି ଏକ ସରକାରୀ ଫନ୍ଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭିକୁ ହଇରାଣ ହରକତ କରିବାକୁ ନବୀନ ସରକାରଙ୍କ ଆଉ ଏକ ଫନ୍ଦି। ପ୍ରଥମେ ଦୁଇ ସାଧାରଣ ଲୋକଙ୍କ କରୋନା ସଂପର୍କିତ କଥାବାର୍ତ୍ତାର ଭାଇରାଲ୍‌ ଅଡିଓକୁ ନେଇ ଓଟିଭି ବିରୋଧରେ ମାମଲା କଲେ। ପରେ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଦୌ ସଂପୃକ୍ତ ନଥିବା ବରିଷ୍ଠ ସାମ୍ବାଦିକ ଓ ଅଧିକାରୀଙ୍କୁ ବାରମ୍ବାର ଥାନାକୁ ଡାକି ପଚରାଉଚରା କରାଯାଉଛି। ଏହାପରେ ସାରୁଅ ଜମି ମାମଲାରେ SC-ST ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ ଓ ଆଜି ପୁଣି […]

otv

otv

Manoranjan Sial
  • Published: Wednesday, 14 October 2020
  • Updated: 14 October 2020, 08:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭିକୁ ହଇରାଣ ହରକତ କରିବାକୁ ନବୀନ ସରକାରଙ୍କ ଆଉ ଏକ ଫନ୍ଦି। ପ୍ରଥମେ ଦୁଇ ସାଧାରଣ ଲୋକଙ୍କ କରୋନା ସଂପର୍କିତ କଥାବାର୍ତ୍ତାର ଭାଇରାଲ୍‌ ଅଡିଓକୁ ନେଇ ଓଟିଭି ବିରୋଧରେ ମାମଲା କଲେ। ପରେ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଦୌ ସଂପୃକ୍ତ ନଥିବା ବରିଷ୍ଠ ସାମ୍ବାଦିକ ଓ ଅଧିକାରୀଙ୍କୁ ବାରମ୍ବାର ଥାନାକୁ ଡାକି ପଚରାଉଚରା କରାଯାଉଛି। ଏହାପରେ ସାରୁଅ ଜମି ମାମଲାରେ SC-ST ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ ଓ ଆଜି ପୁଣି ଚଞ୍ଚକତା କରି ଜମି କିଣା ଯାଇଥିବା ଅଭିଯୋଗର କ୍ରାଇମବ୍ରାଞ୍ଚର ତଦନ୍ତ ଆଦେଶ ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲ ଅଞ୍ଚଳରେ ଓଡ଼ିଶା ଇନ୍‌ଫ୍ରାଟେକ୍‌ ପ୍ରାଇଭେଟ ଲିମିଟେଡ୍‌ ନାଁରେ ଜମି କିଣା ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ କରିଛି ରାଜସ୍ୱ ବିଭାଗ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ରାଜସ୍ୱ ବିଭାଗ ଯୁଗ୍ମ ସଚିବ ଚିଠି ଲେଖିଛନ୍ତି। ତେବେ ଓଡ଼ିଶା ଇନ୍‌ଫ୍ରାଟେକ୍‌ ସୂତ୍ରରୁ ଜଣାପଡ଼ିଛି ଯେ, ଆବେଦନକାରୀ ରବୀନ୍ଦ୍ର ସେଠୀଙ୍କୁ ଧମକ ଚମକ ଦିଆଯାଇ କମ୍ପାନୀ ବିରୋଧରେ ଦୋଷାରୋପ କରିବାକୁ ବାଧ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story