ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ:ଆଗାମୀ ରଥଯାତ୍ରାରେ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ଲାଗି ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯିବ। ରବିବାର ପୁରୀରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିବା ଲାଗି ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ କର୍ମକର୍ତ୍ତା ଓ ପରିଚାଳନା କମିଟି ସଦସ୍ୟ ମାନେ ଯିବେ ବୋଲି ସ୍ଥିର ହୋଇଛି। ପରିଚାଳନା କମିଟି ବୈଠକରେ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି […]

MANAGINg

MANAGINg

Rakesh Mallick
  • Published: Sunday, 24 May 2015
  • Updated: 25 May 2015, 02:37 AM IST

Sports

Latest News

ପୁରୀ:ଆଗାମୀ ରଥଯାତ୍ରାରେ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ ଲାଗି ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯିବ। ରବିବାର ପୁରୀରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିବା ଲାଗି ଗଜପତି ମହାରାଜା, ଶ୍ରୀମନ୍ଦିର ପ୍ରଶାସନ କର୍ମକର୍ତ୍ତା ଓ ପରିଚାଳନା କମିଟି ସଦସ୍ୟ ମାନେ ଯିବେ ବୋଲି ସ୍ଥିର ହୋଇଛି। ପରିଚାଳନା କମିଟି ବୈଠକରେ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଥିରେ ରହିଛି ପାଳିଆ ସେବାୟତଙ୍କ ପୁରସ୍କାର ରାଶି ଦୁଇଗୁଣା କରିବା, ସେବାୟତଙ୍କ ଲାଗି ୪ ଲକ୍ଷ ଟଙ୍କ।ର ସ୍ୱାସ୍ଥ୍ୟବୀମା ଓ ୨ ଲକ୍ଷ ଟଙ୍କ।ର ଦୁର୍ଘଟଣା ବୀମା। ଅନ୍ୟପକ୍ଷରେ ପୁରୀ ଗୋବର୍ଦ୍ଧନପୀଠ ଶଙ୍କ।ରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦଙ୍କ ମନ୍ତବ୍ୟକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିଜ ସହଯୋଗୀଙ୍କ ସହ ରଥ ଉପରକୁ ଯିବାକୁ ଦିଆଯାଉ ବୋଲି ଦାବି କରିଥିଲେ ନିଖିଳ ଉତ୍କଳ ମଠ ମନ୍ଦିରାଧୀଶ ସେବାସଂଘ। ଶଙ୍କରାଚାର୍ଯ୍ୟଙ୍କ ମତ ଗୁରୁତ୍ୱ ନ ଦେଲେ ସେବାସଂଘ ଅନଶନ କରିବ ବୋଲି ମଧ୍ୟ କହିଥିଲା। ଏପଟେ ବିଜେପି ଶଙ୍କରାଚାର୍ଯ୍ୟଙ୍କ ପ୍ରସଙ୍ଗରେ ମତ ରଖିଥିବା ବେଳେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।ଗତକାଲି ଶଙ୍କ।ରାଚାର୍ଯ୍ୟ ଶ୍ରୀମନ୍ଦିର ପରିଚାଳନା ନେଇ ତାଙ୍କ ମତ ନିଆଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story