ରାଜଧାନୀରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ବିଶାଳ ସମାବେଶ

<p>ଭୁବନେଶ୍ୱର: ରାଜଧାନୀରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ବିଶାଳ ସମାବେଶ ହୋଇଯାଇଛି। ଭତ୍ତା ବୃଦ୍ଧି, କର୍ମଚାରୀ ମାନ୍ୟତା ଓ ଅନ୍ୟାନ୍ୟ ଦାବି ନେଇ ଅଙ୍ଗନଓ୍ୱାଡ଼ି କର୍ମୀ ଓ ସହାୟିକାମାନେ ବିଧାନସଭା ଆଗରେ ଆନ୍ଦୋଳନ କରିଥିଲେ। ଏହି ବିକ୍ଷୋଭରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅଙ୍ଗନଓ୍ୱାଡ଼ି କର୍ମୀ ଓ ସହାୟିକାମାନେ ସାମିଲ ହୋଇଥିଲେ।</p> <p>ଆଜି ସକାଳେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଏକ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଆଡକୁ ମାଡ଼ି ଆସୁଥିଲେ। ପରେ ଲୋୟର ପିଏମଜି ସ୍ଥିତ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।</p>

Ordigital Desk
  • Published: Thursday, 07 September 2017
  • Updated: 07 September 2017, 10:01 PM IST
<p>ଭୁବନେଶ୍ୱର: ରାଜଧାନୀରେ ଅଙ୍ଗନଓ୍ୱାଡ଼ି କର୍ମୀଙ୍କ ବିଶାଳ ସମାବେଶ ହୋଇଯାଇଛି। ଭତ୍ତା ବୃଦ୍ଧି, କର୍ମଚାରୀ ମାନ୍ୟତା ଓ ଅନ୍ୟାନ୍ୟ ଦାବି ନେଇ ଅଙ୍ଗନଓ୍ୱାଡ଼ି କର୍ମୀ ଓ ସହାୟିକାମାନେ ବିଧାନସଭା ଆଗରେ ଆନ୍ଦୋଳନ କରିଥିଲେ। ଏହି ବିକ୍ଷୋଭରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଅଙ୍ଗନଓ୍ୱାଡ଼ି କର୍ମୀ ଓ ସହାୟିକାମାନେ ସାମିଲ ହୋଇଥିଲେ।</p><p>ଆଜି ସକାଳେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଏକ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଆଡକୁ ମାଡ଼ି ଆସୁଥିଲେ। ପରେ ଲୋୟର ପିଏମଜି ସ୍ଥିତ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos