ଏଏସଓ ପଦବୀ ପାଇଁ ବୟସ କୋହଳ ନିୟମ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ସଚିବାଳୟ ସେବାର ଆସିଷ୍ଟାଣ୍ଟସେକ୍ସନ ଅଫିସର(ଏଏସଓ) ପରୀକ୍ଷା ନିମନ୍ତେ ଥିବା ବୟସ କୋହଳ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ରାଜ୍ୟ କ୍ୟାବିନେଟ ଆଜି ଓଡ଼ିଶା ସଚିବାଳୟ ସେବା(ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ତ୍ତାବଳୀ) ନିୟମ-୨୦୧୬ରେ ଥିବା ପ୍ରାବଧାନକୁ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଏସଓ ନିଯୁକ୍ତି ପାଇଁ ଏବେ ପ୍ରତିବର୍ଷ ପରୀକ୍ଷା ବା ବାର୍ଷିକ ନିଯୁକ୍ତି ପ୍ରକ୍ରିୟା ପାଇଁ ରହିଥିବା ପ୍ରାବଧାନରେ ସଂଶୋଧନ କରାଯାଇ ଆବଶ୍ୟକତା […]

odisha secretariat

odisha secretariat

Manoranjan Sial
  • Published: Wednesday, 09 December 2020
  • Updated: 09 December 2020, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ସଚିବାଳୟ ସେବାର ଆସିଷ୍ଟାଣ୍ଟସେକ୍ସନ ଅଫିସର(ଏଏସଓ) ପରୀକ୍ଷା ନିମନ୍ତେ ଥିବା ବୟସ କୋହଳ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି।

ରାଜ୍ୟ କ୍ୟାବିନେଟ ଆଜି ଓଡ଼ିଶା ସଚିବାଳୟ ସେବା(ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ତ୍ତାବଳୀ) ନିୟମ-୨୦୧୬ରେ ଥିବା ପ୍ରାବଧାନକୁ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଏସଓ ନିଯୁକ୍ତି ପାଇଁ ଏବେ ପ୍ରତିବର୍ଷ ପରୀକ୍ଷା ବା ବାର୍ଷିକ ନିଯୁକ୍ତି ପ୍ରକ୍ରିୟା ପାଇଁ ରହିଥିବା ପ୍ରାବଧାନରେ ସଂଶୋଧନ କରାଯାଇ ଆବଶ୍ୟକତା ବର୍ଷଗୁଡ଼ିକରେ ପରୀକ୍ଷା କରିବାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ନିୟମାବଳୀରେ ପ୍ରତିବର୍ଷ ନିଯୁକ୍ତି ନିମନ୍ତେ ବ୍ୟବସ୍ଥା ଥିବା ସତ୍ତ୍ୱେ ପ୍ରଶାସନିକ ଆବଶ୍ୟକତାକୁ ଆଧାର କରି କୌଣସି କ୍ୟାଡ଼ର ପଦବୀ ଉଚ୍ଛେଦ, ଖାଲି ପଦବୀ ଉପଲବ୍ଧ ନଥିବାରୁ ପରୀକ୍ଷା କରିବାର ଅନାବଶ୍ୟକତା, ଆର୍ଥିକ ଅଭାବ ଆଦି କାରଣରୁ ନିୟମିତ ଭାବେ ନିଯୁକ୍ତିର ଆବଶ୍ୟକତା ହୋଇନଥାଏ। ମାତ୍ର ବର୍ଷକୁ ବର୍ଷ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା ଥିବାରୁ ବିଳମ୍ବିତ ନିଯୁକ୍ତି କ୍ଷେତ୍ରରେ ସମ୍ଭାବ୍ୟ ପରୀକ୍ଷାର୍ଥୀମାନେ ଆଇନଗତ ଅଧିକାର ଅନୁଯାୟୀ ତାଙ୍କର ପ୍ରାର୍ଥୀତ୍ୱ ବଜାୟ ରଖିଥାନ୍ତି, ସର୍ବୋଚ୍ଚ ବୟସସୀମା କୋହଳ କରିବା ପାଇଁ ଲୋଡ଼ିଥାନ୍ତି ଓ ଏହା ଦେବାକୁ ବାଧ୍ୟତାମୂଳକ ହୋଇଥାଏ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story