ଧୋତି ନ ପିନ୍ଧି ନେପାଳ ରାଜା ଶ୍ରୀମନ୍ଦିରରେ ପୂଜା କରିବାରୁ ଅସନ୍ତୋଷ
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ବେଳେ ନେପାଳ ନରେଶ ଧୋତି ପିନ୍ଧି ନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ଛତିଶା ନିଯୋଗ। ନିଯୋଗ ପକ୍ଷରୁ କୁହାଯାଇଛି, ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା ବେଳେ ନେପାଳ ନରେଶ ଧୋତି ନ ପିନ୍ଧି ସାଧାରଣ ଚୂଡ଼ିଦାର ପଞ୍ଜାବୀ ପିନ୍ଧିଥିଲେ। ଏପରିକି ସେ ତାଙ୍କ ରାଜକୀୟ ବେଶରେ ବି ନଥିଲେ ଯାହାକି ଆଦୌ ସ୍ୱାଗତଯୋଗ୍ୟ ନୁହେଁ ବୋଲି କହିଛି ଛତିଶା ନିଯୋଗ।
ଧୋତି ପିନ୍ଧି ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରିବାକୁ ପୂର୍ବରୁ ପୁରୀ ଗଜପତି ମହାରାଜଙ୍କ ଜରିଆରେ ନେପାଳ ନରେଶଙ୍କୁ ଅନୁରୋଧ କରିଥିଲା ଛତିଶା ନିଯୋଗ। କିନ୍ତୁ ନେପାଳ ନରେଶ ଅନୁରୋଧ ରକ୍ଷା କରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ନିଯୋଗ।
Ordigital Desk
• Published: Sunday, 11 February 2018
• Updated: 11 February 2018, 04:07 PM IST
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ବେଳେ ନେପାଳ ନରେଶ ଧୋତି ପିନ୍ଧି ନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ଛତିଶା ନିଯୋଗ। ନିଯୋଗ ପକ୍ଷରୁ କୁହାଯାଇଛି, ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା ବେଳେ ନେପାଳ ନରେଶ ଧୋତି ନ ପିନ୍ଧି ସାଧାରଣ ଚୂଡ଼ିଦାର ପଞ୍ଜାବୀ ପିନ୍ଧିଥିଲେ। ଏପରିକି ସେ ତାଙ୍କ ରାଜକୀୟ ବେଶରେ ବି ନଥିଲେ ଯାହାକି ଆଦୌ ସ୍ୱାଗତଯୋଗ୍ୟ ନୁହେଁ ବୋଲି କହିଛି ଛତିଶା ନିଯୋଗ।
ଧୋତି ପିନ୍ଧି ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରିବାକୁ ପୂର୍ବରୁ ପୁରୀ ଗଜପତି ମହାରାଜଙ୍କ ଜରିଆରେ ନେପାଳ ନରେଶଙ୍କୁ ଅନୁରୋଧ କରିଥିଲା ଛତିଶା ନିଯୋଗ। କିନ୍ତୁ ନେପାଳ ନରେଶ ଅନୁରୋଧ ରକ୍ଷା କରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ନିଯୋଗ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos