ବର୍ଷା ଅଭାବ: ବାଲେଶ୍ୱରର ଅଧିକାଂଶ ବ୍ଲକରେ ଉଜୁଡିବାକୁ ବସିଛି ଚାଷ

ସୋର (ଓଡିଶା ରିପୋର୍ଟର): ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି ଚଳିତବର୍ଷ ଆବଶ୍ୟକ ମୁତାବକ ବର୍ଷା ହେବ। ହେଲେ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ବ୍ଲକରେ ବର୍ଷାଭାବରୁ ଚାଷ ଉଜୁଡିବାକୁ ବସିଛି। ବିଶେଷ କରି ସୋର, ଖାଇରା, ସିମୁଳିଆ ଓ ବାହନଗା ବ୍ଲକ ଅଞ୍ଚଳରେ କମ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ବାଧା ହୋଇଛି।

ପାଣି ଅଭାବରୁ ବିଲରେ ସାର ପକାଇ ହେଉନାହିଁ। ଫଳରେ ଧାନ ଫସଲ ଉଜୁଡି ଯିବାକୁ ବସିଛି।

ଅଞ୍ଚଳର ଚାଷୀ କହିଛନ୍ତି, ପ୍ରତିଦିନ ଏଠାରେ ବର୍ଷା ହେଉଛି। ହେଲେ ଏହା ନ ହେବା ସହ ସମାନ। ଆବଶ୍ୟକ  ପରିମାଣରେ ବର୍ଷା ହେଉ ନଥିବାରୁ ବିଲରେ ପାଣି ରହୁନାହିଁ। ଫଳରେ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ।

Ordigital Desk
• Published: Friday, 01 September 2017
• Updated: 01 September 2017, 06:49 PM IST

Sports

Latest News

ସୋର (ଓଡିଶା ରିପୋର୍ଟର): ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି ଚଳିତବର୍ଷ ଆବଶ୍ୟକ ମୁତାବକ ବର୍ଷା ହେବ। ହେଲେ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ବ୍ଲକରେ ବର୍ଷାଭାବରୁ ଚାଷ ଉଜୁଡିବାକୁ ବସିଛି। ବିଶେଷ କରି ସୋର, ଖାଇରା, ସିମୁଳିଆ ଓ ବାହନଗା ବ୍ଲକ ଅଞ୍ଚଳରେ କମ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ବାଧା ହୋଇଛି।

ପାଣି ଅଭାବରୁ ବିଲରେ ସାର ପକାଇ ହେଉନାହିଁ। ଫଳରେ ଧାନ ଫସଲ ଉଜୁଡି ଯିବାକୁ ବସିଛି।

ଅଞ୍ଚଳର ଚାଷୀ କହିଛନ୍ତି, ପ୍ରତିଦିନ ଏଠାରେ ବର୍ଷା ହେଉଛି। ହେଲେ ଏହା ନ ହେବା ସହ ସମାନ। ଆବଶ୍ୟକ  ପରିମାଣରେ ବର୍ଷା ହେଉ ନଥିବାରୁ ବିଲରେ ପାଣି ରହୁନାହିଁ। ଫଳରେ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos