ଆହୁରି ୨୪ ଘଣ୍ଟା ଜଳିବ ଓଡ଼ିଶା

ଭୁବନେଶ୍ୱର: ଆହୁରି ୨୪ଘଣ୍ଟା ଜଳିବ ରାଜ୍ୟ । ଏପରି ସତର୍କ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗ । ସିଭିୟର ହିଟ ୱେଭ କଣ୍ଡିସନ ଯୋଗୁ ରାଜ୍ୟରେ ଗୁରୁଗୁଳି ସହ ଅସହ୍ୟ ଗରମ ଜାରି ରହିବ । ରାଜ୍ୟର ୯ଟି ସହରରେ ଗତକାଲି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତେବେ ଗୁରୁବାରଠାରୁ ତାତି କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପଶ୍ଚିମ ଓଡ଼ିଶାରେ ୧୨ ତାରିଖରୁ ତାପମାତ୍ରା କମିବ। ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର ଓ […]

temp

temp

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 10:07 AM IST

Sports

Latest News

ଭୁବନେଶ୍ୱର: ଆହୁରି ୨୪ଘଣ୍ଟା ଜଳିବ ରାଜ୍ୟ । ଏପରି ସତର୍କ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗ । ସିଭିୟର ହିଟ ୱେଭ କଣ୍ଡିସନ ଯୋଗୁ ରାଜ୍ୟରେ ଗୁରୁଗୁଳି ସହ ଅସହ୍ୟ ଗରମ ଜାରି ରହିବ । ରାଜ୍ୟର ୯ଟି ସହରରେ ଗତକାଲି ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତେବେ ଗୁରୁବାରଠାରୁ ତାତି କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପଶ୍ଚିମ ଓଡ଼ିଶାରେ ୧୨ ତାରିଖରୁ ତାପମାତ୍ରା କମିବ। ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ୧୨ ତାରିଖରୁ ଦକ୍ଷିଣ-ପଶ୍ଚିମ ଦିଗରୁ ପବନ ବହିବ, ଯାହା ବର୍ଷା ପାଇଁ ଅନୁକୂଳ ବୋଲି କହିଛି ପାଣିପାଗ ବିଭାଗ। ୧୩ରୁ ୧୫ ମଧ୍ୟରେ ଣୌସୁମୀ ଓଡ଼ିଶା ଛୁଇଁବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story