କଂଗ୍ରେସରେ ନୂଆ ଦାୟିତ୍ୱ ପାଇଲେ ରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ମିଳିଲା ନୂଆ ଦାୟିତ୍ୱ। କଂଗ୍ରେସ ରାଜ୍ୟସଭା ସଭ୍ୟ ରଞ୍ଜୀବଙ୍କୁ ଜାତୀୟ ମୁଖପାତ୍ର ଭାବେ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରଞ୍ଜୀବଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିବା ନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କଂଗ୍ରେସ ନେତା ଶୈଳେନ୍ଦ୍ରଙ୍କୁ ଜାତୀୟ ମିଡିଆ କୋଅଡିନେଟର୍ ଭାବେ ନିଯୁକ୍ତି ମିଳିଛି। ରଞ୍ଜୀବ ଏବେ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି।

78

78

Tapas Behera
  • Published: Thursday, 28 March 2019
  • Updated: 28 March 2019, 10:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ମିଳିଲା ନୂଆ ଦାୟିତ୍ୱ। କଂଗ୍ରେସ ରାଜ୍ୟସଭା ସଭ୍ୟ ରଞ୍ଜୀବଙ୍କୁ ଜାତୀୟ ମୁଖପାତ୍ର ଭାବେ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି।

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରଞ୍ଜୀବଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିବା ନେଇ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି କଂଗ୍ରେସ ନେତା ଶୈଳେନ୍ଦ୍ରଙ୍କୁ ଜାତୀୟ ମିଡିଆ କୋଅଡିନେଟର୍ ଭାବେ ନିଯୁକ୍ତି ମିଳିଛି। ରଞ୍ଜୀବ ଏବେ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story