ଆଇନଜୀବୀ କଲ୍ୟାଣ ପାଣ୍ଠି ୧ କୋଟିରୁ ୩ କୋଟିକୁ ବୃଦ୍ଧି କରାଯାଇଛି: ମୁଖ୍ୟମନ୍ତ୍ରୀ

କଟକ:  ଆଇନଜୀବୀ କଲ୍ୟାଣ ପାଣ୍ଠି ବୃଦ୍ଧି ପାଇଛି।  ପୂର୍ବରୁ ଆଇନଜୀବୀ କଲ୍ୟାଣ ପାଣ୍ଠି ଏକ କୋଟି ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୩ କୋଟି ଟଙ୍କା କରାଯାଇଛି। ଏହାସହ  ଆସନ୍ତା ବର୍ଷଠାରୁ ମଧୁବାବୁ ଆଇନ ସହାୟତା ଯୋଜନର ଆରମ୍ଭ ହେବ ବୋଲି କଟକରେ ଅନୁଷ୍ଠିତ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହା ଘୋଷଣା କରିଛନ୍ତି। କଟକ କିଲ୍ଲାପଡିଆରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ, […]

chif

Rakesh Mallick
  • Published: Sunday, 28 February 2016
  • , Updated: 28 February 2016, 05:30 PM IST

କଟକ:  ଆଇନଜୀବୀ କଲ୍ୟାଣ ପାଣ୍ଠି ବୃଦ୍ଧି ପାଇଛି।  ପୂର୍ବରୁ ଆଇନଜୀବୀ କଲ୍ୟାଣ ପାଣ୍ଠି ଏକ କୋଟି ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୩ କୋଟି ଟଙ୍କା କରାଯାଇଛି। ଏହାସହ  ଆସନ୍ତା ବର୍ଷଠାରୁ ମଧୁବାବୁ ଆଇନ ସହାୟତା ଯୋଜନର ଆରମ୍ଭ ହେବ ବୋଲି କଟକରେ ଅନୁଷ୍ଠିତ ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ରାଜ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହା ଘୋଷଣା କରିଛନ୍ତି। କଟକ କିଲ୍ଲାପଡିଆରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।। ସମ୍ମିଳନୀରେ ୧୦ ହଜାରରୁ ଅଧିକ ଆଇନଜୀବୀ ଅଶଂଗ୍ରହଣ କରିଥିଲେ।

Related story