ଏୟାର ଏସିଆ ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏୟାର ଏସିଆ ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି। ନୂଆ ସମୟ ଅନୁଯାୟୀ, କୁଆଲାଲମ୍ପୁର-ଭୁବନେଶ୍ୱର ଏୟାର ଏସିଆ ବିମାନ ରାତି ୯ଟାରେ ପହଞ୍ଚିବ। ସେହିପରି ଏହି ବିମାନ ୯ଟା ୩୦ରେ ଭୁବନେଶ୍ୱରରୁ କୁଆଲାଲମ୍ପୁରକୁ ଯାତ୍ରା କରିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି।

47

Tapas Behera
  • Published: Friday, 04 October 2019
  • , Updated: 04 October 2019, 03:50 PM IST

Related story