ଝାଡଖଣ୍ଡର ରାଜ୍ୟପାଳ ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ  

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ସୋମବାର ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଝାଡଖଣଣ୍ଡର ନବମ ରାଜ୍ୟପାଳ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ସେ ବନିଯାଇଛନ୍ତି ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ। ସେହିପରି ରାଜ୍ୟପାଳ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା। ଆହୁରି ମଧ୍ୟ ରାଜ୍ୟପାଳ ହେବାରେ ସେ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା। ଆଜି ସକାଳ ୧୦ଟାରେ ଝାଡଖଣ୍ଡ ରାଜଭବନରେ ଆୟୋଜିତ ଏକ ଉତ୍ସବରେ ଦ୍ରୌପଦୀ ମୁର୍ମୁ ଶପଥ […]

Ranchi-5

Ranchi-5

Rakesh Mallick
  • Published: Monday, 18 May 2015
  • Updated: 18 May 2015, 01:31 PM IST

Sports

Latest News

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ସୋମବାର ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଝାଡଖଣଣ୍ଡର ନବମ ରାଜ୍ୟପାଳ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ସେ ବନିଯାଇଛନ୍ତି ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ। ସେହିପରି ରାଜ୍ୟପାଳ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା। ଆହୁରି ମଧ୍ୟ ରାଜ୍ୟପାଳ ହେବାରେ ସେ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା।

ଆଜି ସକାଳ ୧୦ଟାରେ ଝାଡଖଣ୍ଡ ରାଜଭବନରେ ଆୟୋଜିତ ଏକ ଉତ୍ସବରେ ଦ୍ରୌପଦୀ ମୁର୍ମୁ ଶପଥ ନେଇଥିଲେ।  ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ‍ବୀରେନ୍ଦ୍ର ସିଂହ ଶ୍ରୀମତୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କର ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସମେତ ବହୁ ମନ୍ତ୍ରୀ ଓ ନେତା ଉପସ୍ଥିତ ଥିଲେ।

ଗତକାଲି ନିଯୁକ୍ତିପତ୍ର ପାଇବା ପରେ ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରରୁ ଏକ ସ୍ୱତନ୍ତ୍ର ହେଲିକାପ୍ଟରରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ପହଞ୍ଜିଥିଲେ। 

Ranchi, Jharkhand 18 May 2015 :: Chief Justice of Jharkhand High Court Justice Virender Singh administers oath of office to new  Jharkhand Governor Draupadi Murmu  at Rajbhawan in Ranchi, Jharkhand on Monday. Draupadi Murmu is first tribal women Governor of the Jharkhand. Photot-Ratan Lal

ରାଜ୍ୟ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡର ନୂଆ ରାଜ୍ୟପାଳ ଭାବେ ଗତ ମଙ୍ଗଳବାର ନିଯୁକ୍ତି ଦିଆଯାଇଥିଲା। ଏ ନେଇ ସେଦିନ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଝାଡ଼ଖଣ୍ଡର ରାଜ୍ୟପାଳ ଡକ୍ଟର ସୟିଦ ଅହମ୍ମଦଙ୍କ ସ୍ଥାନରେ ଦ୍ରୌପଦୀଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ରାଜ୍ୟପାଳ ହେବାର ଦ୍ରୌପଦୀ ମୁର୍ମୁ ବନି ଯାଇଛନ୍ତି ଓଡ଼ିଶାର ପ୍ରଥମ ମହିଳା। ପୁଣି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବି ପାଇବାରେ ସେ ହେଉଛନ୍ତି ରାଜ୍ୟ ବିଜେପିର ପ୍ରଥମ ନେତା। ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ସେ କହିଥିଲେ ଯେ ଏହା ଏକ ପଦବୀ ନୁହେଁ। ଏହା ଏକ ଦାୟିତ୍ୱ। ଏ ଦାୟିତ୍ୱକୁ ସେ ସୂଚାରୁ ରୂପେ ସଂପାଦନ କରିବା ଲାଗି ଉଦ୍ୟମ କରିବେ।

୫୭ ବର୍ଷୀୟ ଦ୍ରୌପଦୀ ରାଜ୍ୟ ବିଜେପିର ଜଣେ ଆଗଧାଡ଼ିର ଆଦିବାସୀ ନେତ୍ରୀ ଭାବେ ଜଣାଶୁଣା। ପୂର୍ବରୁ ସେ ଦୁଇଥର ବିଧାୟିକା ଓ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି।  ୨୦୦୦ ମସିହାରେ ସେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଆସିଥିଲେ। ରାଇରଙ୍ଗପୁର ବିଧାନସଭା ଆସନରୁ ସେ ଜିତି ବିଧାନସଭାକୁ ଆସିଥିଲେ। ସେହି ବର୍ଷ ସେ ରାଷ୍ଟ୍ରମନ୍ତ୍ରୀ ପଦ ବି ପାଇଥିଲେ। ଏହା ପରେ ୨୦୦୪ରେ ପୁଣି ଥରେ ରାଇରଙ୍ଗପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ରେ ସେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ। ବିଧାନସଭାକୁ ଆସିବା ପୂର୍ବରୁ ସେ ରାଇରଙ୍ଗପୁର ଏନଏସିର ଉପାଧ୍ୟକ୍ଷ ମଧ୍ୟ ରହିଥିଲେ। ଏବେ ସେ ପଶ୍ଚିମ ମୟୂରଭଞ୍ଜ ବିଜେପିର ସାଂଗଠନିକ ଦାୟିତ୍ୱ ନିର୍ବାହ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story