ଆଜି ଫ୍ରେଣ୍ଡସିପ ଡେ
ଭୁବନେଶ୍ୱର: ଆଜି ଫ୍ରେଣ୍ଡସିପ ଡେ। ବନ୍ଧୁ ମାନଙ୍କ ପାଇଁ ଦିନଟିଏ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି ସମ୍ପର୍କ ହେଉଛି ଅତି ନିବିଡ। ବନ୍ଧୁମାନଙ୍କ ପାଇଁ ଏହି ଦିନଟି ପାଳନ କରାଯାଏ। ଆଜିର ଦିବସ ବନ୍ଧୁତ୍ୱର କିଛି ସ୍ମୃତିକୁ ତାଜା କରିବା ପାଇଁ ଯୁବପୀଢିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥାଏ। ସୋସିଆଲ୍ ସାଇଟରେ ଶୁଭେଚ୍ଛା ବାର୍ତ୍ତା ଦେଇ ତଥା ଉପହାର ଦିଆନିଆ […]
vlcsnap-2015-08-02-09h51m14s063 - Copy
ଭୁବନେଶ୍ୱର: ଆଜି ଫ୍ରେଣ୍ଡସିପ ଡେ। ବନ୍ଧୁ ମାନଙ୍କ ପାଇଁ ଦିନଟିଏ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି ସମ୍ପର୍କ ହେଉଛି ଅତି ନିବିଡ। ବନ୍ଧୁମାନଙ୍କ ପାଇଁ ଏହି ଦିନଟି ପାଳନ କରାଯାଏ। ଆଜିର ଦିବସ ବନ୍ଧୁତ୍ୱର କିଛି ସ୍ମୃତିକୁ ତାଜା କରିବା ପାଇଁ ଯୁବପୀଢିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥାଏ। ସୋସିଆଲ୍ ସାଇଟରେ ଶୁଭେଚ୍ଛା ବାର୍ତ୍ତା ଦେଇ ତଥା ଉପହାର ଦିଆନିଆ ହୋଇ ଏହି ଦିନକୁ ପାଳନ କରାଯାଇଥାଏ । ଗତକାଲି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଫ୍ରେଣ୍ଡସିପ୍ ଡେ ପାଳନ କରାଯାଇଛି । ଛାତ୍ରଛାତ୍ରୀମାନେ କେକ୍ କାଟି, ବ୍ୟାଣ୍ଡ ବାନ୍ଧି, ବେଲୁନ ଫୁଟେଇ ଏହି ଦିନକୁ ପାଳନ କରିଛନ୍ତି।