ଆଜି ଗୁଡ୍‌ ଫ୍ରାଇଡେ

ଭୁବନେଶ୍ୱର: ଆଜି ଗୁଡ୍‌ ଫ୍ରାଇଡେ। ପରସ୍ପର ମଧ୍ୟରେ ଭଲପାଇବା ଓ ଶାନ୍ତି ବାଣ୍ଟିବାର ଦିନଟିଏ। ଆଜିର ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମାଜର ମଙ୍ଗଳ ପାଇଁ ନିଜକୁ ସମର୍ପିତ କରିଥିଲେ। ତେଣୁ ଆଜିର ଦିନକୁ ପବିତ୍ର ଶୁକ୍ରବାର ତଥା ଗୁଡ୍‌ ଫ୍ରାଇଡେ ଭାବେ ପାଳନ କରାଯାଇଥାଏ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଚର୍ଚ୍ଚ ଗୁଡ଼ିକରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ଭିଡ଼ ଜମିବାରେ ଲାଗିଛି। ସକାଳୁ ସମସ୍ତେ ଏକତ୍ରିତ ହୋଇ ପ୍ରଭୁଯୀଶୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

jisu

Rakesh Mallick
  • Published: Friday, 14 April 2017
  • , Updated: 14 April 2017, 08:18 AM IST

Related story